“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ପୋଦିନା, ପାନମହୁରି ଓ ଜୀରାର ଦଶମାଂଶ ଦାନ ଦେଉଛ, ଅଥଚ ବିଧିବ୍ୟବସ୍ଥାର ପ୍ରଧାନ ବିଷୟ, ଯଥା ନ୍ୟାୟ, ଦୟା ଓ ବିଶ୍ୱସ୍ତତାକୁ ହେଳା କରୁଛ। ପୂର୍ବୋକ୍ତ ବିଷୟଗୁଡ଼ିକ ହେଳା ନ କରି ଶେଷୋକ୍ତ ବିଷୟଗୁଡ଼ିକ ପାଳନ କରିବା ତୁମର ଉଚିତ ଥିଲା।