YouVersion Logo
Search Icon

ମାଥିଉଲିଖିତ 23:37

ମାଥିଉଲିଖିତ 23:37 OCB

“ଗୋ ଯିରୂଶାଲମ, ଯିରୂଶାଲମ, ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଓ ତୋ ନିକଟକୁ ପ୍ରେରିତ ବ୍ୟକ୍ତିମାନଙ୍କୁ ପ୍ରସ୍ତରାଘାତ କରୁ। କୁକୁଡ଼ା ଯେପରି ଆପଣା ପକ୍ଷ ତଳେ ତାହାର ଛୁଆମାନଙ୍କୁ ଏକତ୍ର କରେ, ମୁଁ ସେହିପରି କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଆକାଂକ୍ଷା କଲି, କିନ୍ତୁ ତୁ ସମ୍ମତ ହେଲୁ ନାହିଁ।

Video for ମାଥିଉଲିଖିତ 23:37

Verse Image for ମାଥିଉଲିଖିତ 23:37

ମାଥିଉଲିଖିତ 23:37 - “ଗୋ ଯିରୂଶାଲମ, ଯିରୂଶାଲମ, ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଓ ତୋ ନିକଟକୁ ପ୍ରେରିତ ବ୍ୟକ୍ତିମାନଙ୍କୁ ପ୍ରସ୍ତରାଘାତ କରୁ। କୁକୁଡ଼ା ଯେପରି ଆପଣା ପକ୍ଷ ତଳେ ତାହାର ଛୁଆମାନଙ୍କୁ ଏକତ୍ର କରେ, ମୁଁ ସେହିପରି କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଆକାଂକ୍ଷା କଲି, କିନ୍ତୁ ତୁ ସମ୍ମତ ହେଲୁ ନାହିଁ।

Free Reading Plans and Devotionals related to ମାଥିଉଲିଖିତ 23:37