1
ମାଥିଉଲିଖିତ 21:22
ଓଡିଆ ସମସାମୟିକ ବାଇବଲ
OCB
ତୁମେମାନେ ଯଦି ବିଶ୍ୱାସ କର, ତେବେ ପ୍ରାର୍ଥନାରେ ଯାହାକିଛି ମାଗିବ, ତାହା ପାଇବ।”
Compare
Explore ମାଥିଉଲିଖିତ 21:22
2
ମାଥିଉଲିଖିତ 21:21
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ଯଦି ସନ୍ଦେହ ନ କରି ବିଶ୍ୱାସ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯାହା କରାଗଲା, କେବଳ ଯେ ସେପରି କରିପାରିବ, ତା ‘ନୁହେଁ, କିନ୍ତୁ ଏହି ପର୍ବତକୁ ମଧ୍ୟ ଯଦି କୁହ,’ ଉଠି ସମୁଦ୍ରରେ ପଡ଼ି ଯା, ତେବେ ସେହିପରି ହେବ।
Explore ମାଥିଉଲିଖିତ 21:21
3
ମାଥିଉଲିଖିତ 21:9
ଲୋକମାନେ ତାହାଙ୍କ ଆଗରେ ଓ ପଛରେ ଚାଲୁ ଚାଲୁ ଉଚ୍ଚସ୍ଵରରେ କହୁଥିଲେ, “ହୋଶାନ୍ନା, ଦାଉଦସନ୍ତାନ!” “ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ସେ ଧନ୍ୟ!” “ଊର୍ଦ୍ଧ୍ୱଲୋକରେ ହୋଶାନ୍ନ!”
Explore ମାଥିଉଲିଖିତ 21:9
4
ମାଥିଉଲିଖିତ 21:13
“ସେ ସେମାନଙ୍କୁ କହିଲେ” ଲେଖାଅଛି, “ ‘ମୋର ଗୃହ ପ୍ରାର୍ଥନାଗୃହ ନାମରେ ଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରୁଅଛ।’ ”
Explore ମାଥିଉଲିଖିତ 21:13
5
ମାଥିଉଲିଖିତ 21:5
“ସିୟୋନ କନ୍ୟାକୁ କୁହ, ‘ଦେଖ୍ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି, ସେ ନମ୍ରଶୀଳ, ଏକ ଗଧ ଉପରେ, ଏକ ଗଧଛୁଆ ଉପରେ ଆରୋହଣ କରି ଆସୁଅଛନ୍ତି।’ ”
Explore ମାଥିଉଲିଖିତ 21:5
6
ମାଥିଉଲିଖିତ 21:42
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଣ ଧର୍ମଶାସ୍ତ୍ରରେ ଏ କଥା କେବେ ପଢ଼ି ନାହଁ: “ ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ପ୍ରଧାନ କୋଣପ୍ରସ୍ତର ହେଲା। ଏହା ପ୍ରଭୁ ସାଧନ କରିଛନ୍ତି ଓ ଆମ ଦୃଷ୍ଟିରେ ଏହା ଅତି ଆଶ୍ଚର୍ଯ୍ୟଜନକ ବିଷୟ’?
Explore ମାଥିଉଲିଖିତ 21:42
7
ମାଥିଉଲିଖିତ 21:43
“ତେଣୁ ମୁଁ କହୁଛି ଯେ, ତୁମମାନଙ୍କ ନିକଟରୁ ଈଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ ଓ ଯେଉଁ ଜାତି ଫଳ ଉତ୍ପନ୍ନ କରିବ ତାକୁ ଦିଆଯିବ।
Explore ମାଥିଉଲିଖିତ 21:43