1
ମାଥିଉଲିଖିତ 14:30-31
ଓଡିଆ ସମସାମୟିକ ବାଇବଲ
OCB
ମାତ୍ର ଝଡ଼ ପବନକୁ ଦେଖି ସେ ଭିତ ହେଲେ ଏବଂ ବୁଡ଼ି ଯାଉ ଯାଉ ଚିତ୍କାର କରି ଡାକ ଦେଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।” ତତ୍କ୍ଷଣାତ୍ ଯୀଶୁ ହାତ ବଢ଼ାଇ ତାଙ୍କୁ ଧରି ପକାଇଲେ ଓ କହିଲେ, “ହେ ଅଳ୍ପ ବିଶ୍ୱାସୀ, କାହିଁକି ସନ୍ଦେହ କଲ?”
Compare
Explore ମାଥିଉଲିଖିତ 14:30-31
2
ମାଥିଉଲିଖିତ 14:30
ମାତ୍ର ଝଡ଼ ପବନକୁ ଦେଖି ସେ ଭିତ ହେଲେ ଏବଂ ବୁଡ଼ି ଯାଉ ଯାଉ ଚିତ୍କାର କରି ଡାକ ଦେଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।”
Explore ମାଥିଉଲିଖିତ 14:30
3
ମାଥିଉଲିଖିତ 14:27
ମାତ୍ର ଯୀଶୁ ସେହିକ୍ଷଣି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।”
Explore ମାଥିଉଲିଖିତ 14:27
4
ମାଥିଉଲିଖିତ 14:28-29
ପିତର ତାଙ୍କୁ କହିଲେ, “ପ୍ରଭୁ, ସତରେ ଯଦି ଆପଣ ହୋଇଥାଆନ୍ତି, ତେବେ ପାଣି ଉପରେ ଚାଲି ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ।” ସେ କହିଲେ, “ଆସ।” ତହୁଁ ପିତର ନୌକାରୁ ଓହ୍ଲାଇ ଯୀଶୁଙ୍କ ଆଡ଼କୁ ପାଣି ଉପରେ ଚାଲିବାକୁ ଲାଗିଲେ
Explore ମାଥିଉଲିଖିତ 14:28-29
5
ମାଥିଉଲିଖିତ 14:33
ନୌକାରେ ଥିବା ଅନ୍ୟମାନେ ଯୀଶୁଙ୍କୁ ପ୍ରଣାମ କରି କହିଲେ, “ପ୍ରକୃତରେ ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”
Explore ମାଥିଉଲିଖିତ 14:33
6
ମାଥିଉଲିଖିତ 14:16-17
କିନ୍ତୁ ଯୀଶୁ ଉତ୍ତର ଦେଲେ, “ସେମାନଙ୍କର ଯିବା ଆବଶ୍ୟକ ନାହିଁ ତୁମ୍ଭେମାନେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ କହିଲେ, “ଆମ ପାଖରେ ତ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି!”
Explore ମାଥିଉଲିଖିତ 14:16-17
7
ମାଥିଉଲିଖିତ 14:18-19
ସେ କହିଲେ, “ତାହା ମୋ ପାଖକୁ ନେଇଆସ।” ତା ପରେ ସେ ଲୋକମାନଙ୍କୁ ଘାସ ଉପରେ ବସିବାକୁ ନିର୍ଦ୍ଦେଶ ଦେଲେ, ସେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ଵର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଧନ୍ୟବାଦ ଦେଲେ ତା ପରେ ସେ ରୋଟୀଗୁଡ଼ିକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ତାହା ନେଇ ଲୋକମାନଙ୍କୁ ଦେଲେ
Explore ମାଥିଉଲିଖିତ 14:18-19
8
ମାଥିଉଲିଖିତ 14:20
ପୁଣି, ସମସ୍ତେ ଖାଇ ପରିତୃପ୍ତ ହେଲେ ଶିଷ୍ୟମାନେ ଭଙ୍ଗାଭଙ୍ଗି ବଳକା ରୋଟୀ ଗୋଟାଇବାରୁ ବାରଟି ଟୋକେଇ ପୂର୍ଣ୍ଣ ହେଲା।
Explore ମାଥିଉଲିଖିତ 14:20