1
ମାଥିଉଲିଖିତ 12:36-37
ଓଡିଆ ସମସାମୟିକ ବାଇବଲ
OCB
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟମାନେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ସେମାନଙ୍କୁ ହିସାବ ଦେବାକୁ ପଡ଼ିବ। କାରଣ ତୁମର କଥା ଦ୍ଵାରା ତୁମେ ନିର୍ଦ୍ଦୋଷ ପ୍ରମାଣିତ ହେବ ଏବଂ ତୁମର କଥା ଦ୍ଵାରା ଦୋଷୀ ସାବ୍ୟସ୍ତ ହେବ।”
Compare
Explore ମାଥିଉଲିଖିତ 12:36-37
2
ମାଥିଉଲିଖିତ 12:34
ଆରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପରି ଭଲ କଥା କହିପାରିବ? କାରଣ ହୄଦୟରେ ଯାହା ପୂର୍ଣ୍ଣ ହୋଇରହିଛି, ମୁଖ ତାହା ହିଁ ଉଚ୍ଚାରଣ କରେ।
Explore ମାଥିଉଲିଖିତ 12:34
3
ମାଥିଉଲିଖିତ 12:35
ଉତ୍ତମ ମନୁଷ୍ୟ ତା ମଧ୍ୟରେ ଥିବା ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରେ ଏବଂ ମନ୍ଦ ମନୁଷ୍ୟ ତା ମଧ୍ୟରେ ଥିବା ମନ୍ଦ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ।
Explore ମାଥିଉଲିଖିତ 12:35
4
ମାଥିଉଲିଖିତ 12:31
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ପାପ ଓ ଈଶ୍ୱରନିନ୍ଦା ପାଇଁ ମନୁଷ୍ୟକୁ କ୍ଷମା ଦିଆଯିବ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ହୋଇଥିବା ପାପର କ୍ଷମା ଦିଆଯିବ ନାହିଁ।
Explore ମାଥିଉଲିଖିତ 12:31
5
ମାଥିଉଲିଖିତ 12:33
“ଭଲ ଗଛ ହେଲେ, ତାହାର ଫଳ ଭଲ ହେବ ମନ୍ଦ ଗଛ ହେଲେ, ତାହାର ଫଳ ମନ୍ଦ ହେବ। କାରଣ ଫଳ ଦ୍ଵାରା ଗଛ ଚିହ୍ନାଯାଏ।
Explore ମାଥିଉଲିଖିତ 12:33