ଶାସ୍ତ୍ରରେ ଏହିପରି ଲେଖା ଅଛି,
“କେହିହେଲେ ଧାର୍ମିକ ନାହିଁ,
ଜଣେ ମଧ୍ୟ ନୁହେଁ!
ବୁଝିବା ଲୋକ ଜଣେ ମଧ୍ୟ ନାହିଁ,
ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ।
ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି
ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି।
ସେଠାରେ କେହି ନାହିଁ ଯିଏ ଭଲ କରେ।
ଏପରିକି ଜଣେ ମଧ୍ୟ ନୁହେଁ।”