ରୋମୀୟ 3:10-12
ରୋମୀୟ 3:10-12 OERV
ଶାସ୍ତ୍ରରେ ଏହିପରି ଲେଖା ଅଛି, “କେହିହେଲେ ଧାର୍ମିକ ନାହିଁ, ଜଣେ ମଧ୍ୟ ନୁହେଁ! ବୁଝିବା ଲୋକ ଜଣେ ମଧ୍ୟ ନାହିଁ, ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ। ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି। ସେଠାରେ କେହି ନାହିଁ ଯିଏ ଭଲ କରେ। ଏପରିକି ଜଣେ ମଧ୍ୟ ନୁହେଁ।”





