1
ଆଦି 3:6
Desiya Bible, 2025
Saa25
ତାର୍ପଚେ ସେ ମାଇଜି ସେ ଗଚ୍କେ ନିକକାଦି ଆରି ଆକିର୍ ବଲ୍ ଆରି ଗିଆନ୍ ମିଲ୍ସି ବଲି ଦେକିକରି ସିତିର୍ ପଲ୍ ତଲିକାଇଲା, ଆରି ତାର୍ ମୁନୁସ୍କେ ମିସା ଦେଲାକେ ସେ ମିସା କାଇଲା ।
Compare
Explore ଆଦି 3:6
2
ଆଦି 3:1
ସବୁବେଲର୍ ମାପ୍ରୁ ପର୍ମେସର୍ ତିଆର୍କଲା ବୁଏଁ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ବିତ୍ରେ ସାଁପ୍ବେସି ଚାଲାକି ରଇଲା, ସାଁପ୍ ମାଇଜିକେ କଇଲା, ଏଟା କାଇସତ୍, ବାଡର୍ କନ୍ମିସା ଗଚର୍ ପଲ୍ କାଇବାକେ ପର୍ମେସର୍ ତମ୍କେ ମନା କରିଆଚେ କି ?
Explore ଆଦି 3:1
3
ଆଦି 3:15
ଆରି ମୁଇ ସାଁପ୍ ଆରି ମାଇଜିବିତ୍ରେ, ଆରି ତମର୍ ବଁସ୍ ଆରି ତାକର୍ ବଁସ୍ ବିତ୍ରେ ବେର୍ ରଇସି, ସେ ତମର୍ ମୁଣ୍ଡ୍କେ କାଁଚ୍ସି, ଆରି ତମେ ମାଇଜିର୍ ରେଡିତେଇ ମାର୍ସୁ ।
Explore ଆଦି 3:15
4
ଆଦି 3:16
ତାର୍ପଚେ ପର୍ମେସର୍ ମାଇଜିକେ କଇଲା, ମୁଇ ମାଇଜିମନର୍ ପିଲା ଜନମ୍ ଅଇବା ବେଲର୍ କସ୍ଟ ବେସି ବଡାଇବି, ତମେ କସ୍ଟ ସଙ୍ଗେ ପିଲା ଜନମ୍ କର୍ସା, ଆରି ମୁନୁସର୍ ଲଗେ ତମର୍ ଆସା ବର୍ସା ରଇସି, ଆରି ସେ ତମର୍ ଉପ୍ରେ ସାସନ୍ କର୍ସି ।
Explore ଆଦି 3:16
5
ଆଦି 3:19
ତମେ ଜନ୍ ମାଟିଲଗେ ଅନି ତିଆର୍ ଅଇଲାସ୍, ତମେ ନ ମର୍ବାଜାକ କାପାଲର୍ ଜାଲ୍ ଚୁତ୍ଡେ ମାରି କାମ୍କଲେ ସେ କାଇବାକେ ମିଲ୍ସି, କାଇକେ ବଇଲେ ତମେ ମାଟିର୍ ଲକ୍ ମାଟି ତେଇସେ ମିସି ଜାଇସା ।
Explore ଆଦି 3:19
6
ଆଦି 3:17
ଆରି ସେ ଆଦମ୍କେ କଇଲା, ଜନ୍ ଗଚର୍ ପଲ୍ କାଇବା ବିସଇରେ ମୁଇ ତମ୍କେ ଆଗିଆଁ ଦେଇ ରଇଲି, ସେଟା କାଆନାଇ ବଲିକରି, ତୁଇ ନିଜର୍ ମାଇଜିର୍ କାତାକେ ଦାରି ସେଟା କାଇଆଚୁସ୍, ସେଟାର୍ ପାଇଁ ଦର୍ତନି ଅବିସାପ୍ ପାଇଲା, ସେଟାର୍ପାଇଁ ତମେ ମର୍ବାଜାକ ଦୁକ୍କସ୍ଟ ସଙ୍ଗେ ମିଲାଇ ଜାଚାଇ କାଇସା ।
Explore ଆଦି 3:17
7
ଆଦି 3:11
ପର୍ମେସର୍ କଇଲା, ତମେ ଡୁମ୍ଣ୍ଡାଆଚାସ୍, ବଲି କେ ତମ୍କେ କଇଲା? ମୁଇଁ ଜନ୍ ଗଚର୍ ପଲ୍ କାଇବାକେ ମନା କରି ରଇଲି, ସେଟା କାଇ ତମେ କାଇ ଆଚାସ୍ କି ?
Explore ଆଦି 3:11
8
ଆଦି 3:24
ଏନ୍ତାରି ଆଦମ୍କେ କେଦିଦେଲା; ଆରି ନ ମର୍ବା ଗଚର୍ ବାଟ୍ ରକିଆ କର୍ବାକେ ଏଦନ୍ ବାଡର୍ ପୁରୁବ୍ ଦିଗର୍ ଚାରିବେଟ୍ତି ଦୁତ୍ମନ୍ ବୁଲିବୁଲି କରି ଜଗ୍ଜଗି ଜିବା କାଣ୍ଡା ତିଆର୍ କଲାଇ ।
Explore ଆଦି 3:24
9
ଆଦି 3:20
ଆଦମ୍ ତାର୍ ମାଇଁଜିକେ ଅବା ବଲିକରି ନାଉଁ ଦେଲା, କାଇକେ ବଇଲେ ସେ ଜିଇ ରଇଲା ଲକ୍ମନର୍ ଆୟା ଅଇସି ।
Explore ଆଦି 3:20