1
ଆଦି 2:24
Desiya Bible, 2025
Saa25
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
Compare
Explore ଆଦି 2:24
2
ଆଦି 2:18
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
Explore ଆଦି 2:18
3
ଆଦି 2:7
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ ଦର୍ତନିର୍ ଦୁଲି ସଙ୍ଗେ ନର୍ଲକ୍କେ ତିଆର୍ କରି ତାର୍ନାକେ ପୁକିକରି ଜିବନ୍ ଦେଲା,ତାର୍ପଚେ ନର୍ଲକ୍ ଜିବନ୍ ପାଇଲା ।
Explore ଆଦି 2:7
4
ଆଦି 2:23
ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ ।
Explore ଆଦି 2:23
5
ଆଦି 2:3
ଆରି ପର୍ମେସର୍ ସାତ୍ ନମର୍ ଦିନ୍କେ ଆସିର୍ବାଦ୍ କରି ସୁକଲ୍ କଲା, କାଇକେ ବଇଲେ ସେ ଦିନ୍ ପର୍ମେସର୍ ନିଜେ ତିଆର୍ କଲା ସବୁ ରକାମର୍ କାମ୍ ତେଇ ଅନି ପୁଣ୍ଡ୍ଲା ।
Explore ଆଦି 2:3
6
ଆଦି 2:25
ଆଦମ୍ ଆରି ତାର୍ ମାଇଜି, ଦୁଇଲକ୍ ନାଙ୍ଗ୍ଲା ନାଙ୍ଗ୍ଲି ଅଇ ରଇଲେ ମିସା ସେମନ୍ ଲାଜ୍ ନ ଅଇତେ ରଇଲାଇ।
Explore ଆଦି 2:25