ଆଦି 2
2
1ଏ ରକାମ୍ ଆକାସ୍ ଆରି ପୁର୍ତିବି ତେଇ ରଇବା ସବୁଜାକକେ ତିଆର୍ କରି ସାରାଇଲା । 2ପର୍ମେସର୍ ସାତ୍ ନମର୍ ଦିନେ ନିଜର୍ କାମ୍ ସାରାଇକରି ସେ ସାତ୍ ନମର୍ ଦିନେ ନିଜର୍ ସର୍ତେ କାମ୍ ସାରାଇକରି ପୁଣ୍ଡ୍ଲା । 3ଆରି ପର୍ମେସର୍ ସାତ୍ ନମର୍ ଦିନ୍କେ ଆସିର୍ବାଦ୍ କରି ସୁକଲ୍ କଲା, କାଇକେ ବଇଲେ ସେ ଦିନ୍ ପର୍ମେସର୍ ନିଜେ ତିଆର୍ କଲା ସବୁ ରକାମର୍ କାମ୍ ତେଇ ଅନି ପୁଣ୍ଡ୍ଲା ।
ଏଦନ୍ ବାଡ୍
4ତିଆର୍ କଲାବେଲେ ଆକାସ୍ ଆରି ପୁର୍ତିବିର୍ ଲେକା ଏଟା । ଜନ୍ବେଲାଇ ସବୁବେଲର୍ ମାପ୍ରୁ ପର୍ମେସର୍ ଆକାସ୍ ଆରି ପୁର୍ତିବି ତିଆର୍ କଲା, 5ସେବେଲେ ଦର୍ତନିଟାନେ ଗାଁସ୍ପତର୍ ନରଇଲା, ଆରି କାଇ ଗଚ୍କୁଟ୍ ମିସା ନ ରଇଲା, କାଇକେବଇଲେ ସବୁବେଲର୍ ମାପ୍ରୁ ପର୍ମେସର୍ ପୁର୍ତିବି ତେଇ ବର୍ସା ମାରାଇ ନରଇଲା। ଆରି ଚାସ୍ କାମ୍ କର୍ବାକେ ମିସା ନର୍ଲକ୍ ନ ରଇଲାଇ। 6ଆରି ପୁର୍ତିବି ଲଗେଅନି ଦୁଉଁରି ଆନ୍ଦାର୍ ଜାତ୍ଅଇଲା ଆରି ସବୁ ଜମିଟାନେ ସସିର୍ ପାକାଇଲା । 7ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ ଦର୍ତନିର୍ ଦୁଲି ସଙ୍ଗେ ନର୍ଲକ୍କେ ତିଆର୍ କରି ତାର୍ନାକେ ପୁକିକରି ଜିବନ୍ ଦେଲା,ତାର୍ପଚେ ନର୍ଲକ୍ ଜିବନ୍ ପାଇଲା । 8ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ପୁରୁବ୍ ଦିଗର୍ ଏଦନ୍ ନାଉଁର୍ ଜାଗାଇ ଗଟେକ୍ ବାଡ୍ ତିଆର୍ କରି ସିତି ନିଜେ ଗଡ୍ଲା ନର୍ଲକ୍କେ ଚାଡ୍ଲା । 9ସବୁବେଲର୍ ମାପ୍ରୁ ପର୍ମେସର୍ ସେ ଦର୍ତନିଟାନେ ବିନ୍ବିନ୍ ରକାମର୍ ନିମାନ୍ ଜାଗା ଆରି ନିମାନ୍ କାଇବା ଗଚ୍ ଆରି ସେ ବାଡର୍ ମଜାଇ ଗଟେକ୍ ଅମର୍ ରଇବା ଗଚ୍ ଆରି ବଲ୍ମନ୍ଦ୍ ଗିଆନ୍ ପାଇବା ଗଟେକ୍ ଗଚ୍ ଆକ୍ରାଇଲା । 10ଏଦନ୍ ବାଡେ ପାନି ଡାବାଇବାକେ ଗଟେକ୍ ଗାଡ୍ ଆସି ସେ ବାଡେ ଅନି ବିନେବିନେ ଅଇକରି ଚାର୍ବାଟେ ଚାର୍ଟା ନାଲ୍ ଗାଲା । 11ପର୍ତୁମ୍ ନାଲର୍ ନାଉଁ ପିସନ୍, ସେଟା ସୁନା ତିଆର୍ ଅଇବା ଅବିଲା ଦେସର୍ ଚାରିବେଟ୍ତି କିନ୍ଦ୍ରି ଗାଲା ଆଚେ। 12ସେ ଦେସର୍ ସୁନା ବେସି ନିମାନ୍,ଆରି ସିତିର୍ ବାସ୍ନା ବେସିନିକ ଆରି ବେସି ମୁଲିଅର୍ ପାକ୍ନା ତିଆର୍ ଅଇସି। 13ଦୁଇ ନମର୍ ନାଲର୍ ନାଉଁ ଗିଅନ୍, ଏଟା ସବୁ କୁସ୍ ଦେସ୍ ବାଟେ କିନ୍ଦ୍ରି ଗାଲା ଆଚେ। 14ତିନ୍ ନମର୍ ନାଲର୍ ନାଉଁ ଇଦେକଲ୍, ଏଟା ପୁରୁବ୍ ଦିଗର୍ ଅସୁରିଆ ଦେସର୍ ମୁଆଟ୍ ବାଟେ କିନ୍ଦ୍ରି ଗାଲାନି,ଚାରି ନମର୍ ଗାଡର୍ ନାଉଁ ପରାତ୍ । 15ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ସେ ତିଆର୍ କଲା ନର୍ ଲକ୍କେ ନେଇଁ ଏଦନ୍ ବାଡ୍କେ ନିକସଙ୍ଗେ ଦେକ୍ପାଲ୍ କର୍ବାକେ ଚାଡ୍ଲା । 16ସବୁବେଲର୍ ମାପ୍ରୁ ପର୍ମେସର୍ ସେ ନର୍ ଲକ୍କେ ଆଦେସ୍ ଦେଇକରି କଇଲା, ତୁଇ ବାଡର୍ ସବୁ ଗଚର୍ ପଲ୍ ନିଜର୍ ମନ୍କରି କାଇ ପାରୁସ୍ । 17ମାତର୍ ସତ୍ ଗିଆନ୍ ରଇବା ଗଚର୍ ପଲ୍ ନ କାଉସ୍, କାଇକେ ବଇଲେ ଜନ୍ ଦିନେ କାଇସୁ, ସେଦିନେ ମର୍ବାଟା ମର୍ସୁ ଆକା । 18ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି । 19ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଦର୍ତନି ତେଇ ରଇବା ପସୁ ଆରି ଚଡଇ ଚିଡିଙ୍ଗ୍ ମନ୍କେ ତିଆର୍ କରି ଆଦମ୍ ସେମନ୍କେ କାଇ ନାଉଁ ଦେଇସି, ସେଟା ଜାନ୍ବାକେ ସର୍ତେକେ ତାର୍ଲଗେ ଆନ୍ଲା, ତାର୍ପଚେ ଆଦମ୍ ସେ ଜିବ୍ଜନ୍ତୁ ପସୁ ପକିକେ ଜାକେ ଜନ୍ ନାଉଁ ଦେଲା, ତାକେ ସେ ନାଉଁ ଅଇଲା । 20ଏ ରକାମ୍ ଆଦମ୍ ପସୁ ପକିମନ୍କେ ଆରି ଜିବ୍ଜନ୍ତୁ ମନ୍କେ ନାଉଁ ଦେଲା । ମାତର୍ ଆଦମର୍ ପାଇଁ ରଇବାକେ ଗଟେକ୍ ମାଇଜିସେ ଡିସେନାଇ। 21ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । 22ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । 23ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । 24ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ । 25ଆଦମ୍ ଆରି ତାର୍ ମାଇଜି, ଦୁଇଲକ୍ ନାଙ୍ଗ୍ଲା ନାଙ୍ଗ୍ଲି ଅଇ ରଇଲେ ମିସା ସେମନ୍ ଲାଜ୍ ନ ଅଇତେ ରଇଲାଇ।
Currently Selected:
ଆଦି 2: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025