1
ପେରିତ୍ 20:35
Desiya Bible, 2025
Saa25
ମିଲାଇବାଟାନେଅନି ଦାନ୍ଦେବାଟା ଅଦିକ୍ ସାର୍ଦାର୍ ବିସଇ ଅଇରଇସି । ନିଜେ ଜିସୁ ମାପ୍ରୁ ଏ ବାକିଅ ସୁମର୍ନା କରିରଇଲା । ଏନ୍ତାରି କସ୍ଟ କାମେଅନି ନାପାର୍ଲା ଲକ୍ମନ୍କେ ସାଇଜ କର୍ବାର୍ ଆଚେ । ଏ ବିସଇ ମୁଇ ତମ୍କେ ସବୁବେଲେ କରିଦେକାଇଆଚି ।”
Compare
Explore ପେରିତ୍ 20:35
2
ପେରିତ୍ 20:24
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
Explore ପେରିତ୍ 20:24
3
ପେରିତ୍ 20:28
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
Explore ପେରିତ୍ 20:28
4
ପେରିତ୍ 20:32
“ଏବେ ମୁଇ ତମ୍କେ ପରମେସର୍କେ, ଆରି ତାର୍ ଜିବନ୍ ଦୁକାଇବା ବାକିଅଟାନେ ସର୍ପି ଦେଲିନି । ସେ ବାକିଅ ତମ୍କେ ଡାଟ୍ କୁରାଇସି ଆରି ପରମେସରର୍ ଲକ୍ମନର୍ ପାଇ ଅଇବା ସବୁ ଆସିର୍ବାଦ୍ ତମ୍କେ ଦେଇପାର୍ସି ।
Explore ପେରିତ୍ 20:32