ପେରିତ୍ 20
20
ପାଉଲ୍ ମାସିଦନିଆ ଆରି ଆକାୟା ଜିବାଟା
1ଗଣ୍ଡ୍ଗଲ୍ ବନ୍ଦ୍ ଅଇଲା ପଚେ, ପାଉଲ୍ ବିସ୍ବାସିମନ୍କେ ଗଟେକ୍ତେଇ ରୁଣ୍ଡାଇ ସାର୍ଦାର୍ କାତା ସୁନାଇଲା । ସେମନ୍କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା । 2ତେଇର୍ ସବୁ ଜାଗାଇ ଗାଲା, ଆରି ବେସି ଲକ୍ମନ୍କେ ଉପ୍ଦେସ୍ ଦେଇ, ସାର୍ଦା କରାଇଲା, ତାର୍ପଚେ ସେ ଗିରିସେ ଗାଲା । 3ତେଇ ସେ ତିନ୍ ମାସ୍ ରଇଲା, ଆରି ସିରିଆଇ ଜିବାକେ ତିଆର୍ ଅଇଲାବେଲେ, ଜିଉଦିମନ୍ ତାକର୍ ବିରଦେ କୁଟ୍ପାଁଚ୍ଲାଇନି ବଲି କବର୍ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍ କଲା । 4ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି । 5ସେମନ୍ ଆଗ୍ତୁ ଜାଇ ତରିୟାଇ ଆମ୍କେ ଜାଗି ରଇଲାଇ । 6କମିର୍ ନ ପାକାଇ ରୁଟି କାଇବା ପରବର୍ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍ ଦିନ୍ ପଚେ ତରୟାଇ ସେମନର୍ ସଙ୍ଗ୍ ମିସ୍ଲୁ ଆରି ତେଇ ଗଟେକ୍ ଆଟ୍ ଜାକ ରଇଲୁ ।
ପାଉଲ୍ ତରୟାତେଇ ସାରାସାରି ଜାକ ରଇବାଟା
7ଆଟର୍ ପର୍ତୁମ୍ ଦିନର୍ ସଞ୍ଜ୍ବେଲାଇ ଆମେ ସବୁଲକ୍ ମିସି କାଇବାକେ ରୁଣ୍ଡ୍ଲୁ । ପାଉଲ୍ ଲକ୍ମନ୍କେ ମଜାରାତି ଜାକ ଉପ୍ଦେସ୍ ଦେଲା । କାଇକେବଇଲେ ତାର୍ ଆର୍କର୍ ଦିନେ ସେ ଜାଗା ଚାଡି ଜିବାର୍ ରଇଲା । 8ଜନ୍ ଉପର୍ ତାଲାର୍ ବାକ୍ରାଇ ଆମେ ସବା କର୍ତେ ରଇଲୁ, ତେଇ ବେସି ବତିମନ୍ ଲାଗିରଇଲା । 9ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା । 10ମାତର୍ ପାଉଲ୍ ତଲ୍କେ ଉତ୍ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍ ଆଚେ ।” 11ତାର୍ପଚେ ସେ ଉପ୍ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍ ଉଦ୍ବାଜାକ ସେମନର୍ ସଙ୍ଗ୍ ବେସି କାତାବାର୍ତା ଅଇ ତେଇଅନି ବାରଇଲା । 12ଲକ୍ମନ୍ ଦାଙ୍ଗ୍ଡାକେ ଜିବନ୍ ରଇଲାଟା ଦେକି ତାର୍ ଗରେ ଦାରିଗାଲାଇ ଆରି ସାର୍ଦା ଅଇଲାଇ ।
ତରୟାଇ ଅନି ମିଲିଟସେ ଜିବାଟା
13ଆମେ ଆଗ୍ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍କେ ଜାଜେ ନେଇଜିବାକେ ଟିକ୍ କରିରଇଲୁ । କାଇକେବଇଲେ ସେ ସମ୍ଦୁର୍ବାଟେ ଜାଇ, ସେ ଜାଗାଇ କେଟ୍ବି ବଲି କଇରଇଲା । 14ସେ ଜେଡେବେଲା ଆମ୍କେ ଆସସେ ବେଟ୍ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ । 15ତେଇଅନି ଆରି ଜିବାର୍ଦାରି ତାର୍ ଆର୍କର୍ ଦିନେ କିଅସ୍ ଲଗେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ । ଆରି ଗଟେକ୍ ଦିନ୍ ପଚେ ଆମସେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ । 16ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ଏପିସି ମଣ୍ଡଲିର୍ ନେତାମନ୍କେ ପାଉଲର୍ ପାଟାଇବା କାତା
17ପାଉଲ୍ ମିଲିଟସେଅନି ଏପିସି ମଣ୍ଡଲିର୍ ପାର୍ଚିନ୍ ମନ୍କେ ତାର୍ ସଙ୍ଗ୍ ମିସ୍ବାକେ ଡାକାଇଲା । 18ସେମନ୍ ଆସି କେଟ୍ଲାକେ ପାଉଲ୍ କଇଲା, “ରମିୟ ରାଇଜର୍ ଆସିଆଇ କେଟ୍ଲା ପର୍ତୁମ୍ ଦିନେଅନି, କେନ୍ତି ତମର୍ ସଙ୍ଗ୍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍ । 19ଜିଉଦିମନର୍ କୁଟ୍ ପାଁଚ୍ନାର୍ ଲାଗି, ମକେ ଜନ୍ ଦୁକ୍ କସ୍ଟ ପାଇକରି ମୁରଚ୍ବାକେ ପଡ୍ଲା, ସେ ବିତ୍ରେ ମୁଇ ପରମେସରର୍ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍ ତଲେକରି, କାମ୍ କଲିଆଚି । 20ତମେ ଜାନିଆଚାସ୍, ଲକ୍ମନର୍ ଲଗେ କବର୍ ଜାନାଇଲାବେଲେ ଆରି ତମର୍ ଗର୍ମନ୍କେ ଉପ୍ଦେସ୍ ଦେଲାବେଲେ, ତମର୍ ଉପ୍କାର୍ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।” 21ଜିଉଦି ଆରି ଗିରିକ୍ ଲକ୍ମନ୍କେ ସବୁକେ ମୁଇ ଡାଟ୍ ସଙ୍ଗ୍ ଜାଗ୍ରତ୍ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍ ପାପେଅନି ବାଉଡିକରି ପର୍ମେସରର୍ ବାଟେ ମନ୍ ଦେଅତ୍ ଆରି ମାପ୍ରୁ ଜିସୁକେ ବିସ୍ବାସ୍ କରତ୍ । 22ଏବେ ସୁକଲ୍ଆତ୍ମାର୍ ଚାଲ୍ନାଦେଲା ଆଦେସ୍ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି । 23ସୁକଲ୍ଆତ୍ମା ମକେ ଜାଗ୍ରତ୍ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍ଟ ପାଇବି । 24#୨ୟ ତିମତି ୪:୭ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
25“ପର୍ମେସରର୍ ରାଇଜ୍ ବିସଇ ଜାନାଇବାକେ ମୁଇ ତମର୍ ସବୁ ଲକର୍ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍ ବିତ୍ରେଅନି କେମିସା ମର୍ ମୁଁ କେବେ ଦେକି ନାପାରାସ୍ । 26ତେବର୍ପାଇ ଆଜି ବେଲା ମିଲ୍ଲା ଆଚେ ବଲି ମୁଇ ଡାଟ୍ ସଙ୍ଗ୍ ତମ୍କେ ଜାନାଇଲିନି । ତମର୍ ବିତ୍ରେଅନି କେ ଜଦି ବାଟ୍ ବାନା ଅଇଗାଲେ, ସେଟାର୍ପାଇଁ ମୁଇ ଦାଇ ନଇ । 27କାଇକେବଇଲେ ତମର୍ଟାନେ ପର୍ମେସରର୍ ସବୁଜାକ ଆଦେସ୍ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ । 28ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ । 29ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍ ବିତ୍ରେ ଅପର୍ବଲ୍ ଗଦଡୁର୍କାମନ୍ ଆଇବାଇ ଆରି ମେଣ୍ଡାରାସିକେ ଚିନ୍ ଚତର୍ କରିସେ ଚାଡ୍ବାଇ । 30ବେଲା ଆଇସି, ତମର୍ ନିଜର୍ ଦଲର୍ କେତେ ଲକ୍ ବିସ୍ବାସିମନ୍କେ ମିଚ୍ କାତା କଇ ତାକର୍ ବାଟେ ଡାକି ନେବାଇ । 31ସେ ବେଲେ ତମେ ଜାଗ୍ରତ୍ ଅଇ ରୁଆ । ମୁଇ ତିନ୍ ବରସ୍ ଜାକ ଦିନ୍ ରାତି ଆଁସୁପାନି ଜରାଇ, ତମ୍କେ ଗଟେକ୍ ଗଟେକ୍ କରି, ସବୁ ଲକ୍କେ ସିକାଇ ଆଚି, ଏ କାତା ଏତାଇରୁଆ ।”
32“ଏବେ ମୁଇ ତମ୍କେ ପରମେସର୍କେ, ଆରି ତାର୍ ଜିବନ୍ ଦୁକାଇବା ବାକିଅଟାନେ ସର୍ପି ଦେଲିନି । ସେ ବାକିଅ ତମ୍କେ ଡାଟ୍ କୁରାଇସି ଆରି ପରମେସରର୍ ଲକ୍ମନର୍ ପାଇ ଅଇବା ସବୁ ଆସିର୍ବାଦ୍ ତମ୍କେ ଦେଇପାର୍ସି । 33ମୁଇ କାର୍ ସୁନା, ରୁପା କି ଲୁଗାପଚିଆ ମିଲାଇବି ବଲି ଆସା କରିନାଇ । 34ମର୍ ଏ ଦୁଇଟା ଆତେ କସ୍ଟ କରି, ମର୍ ପାଇ ଆରି ମର୍ସଙ୍ଗ୍ ରଇବାଲକର୍ ପାଇ, ଦର୍କାର୍ ରଇଲାଟା ପୁରାପୁରୁନ୍ କଲିଆଚି ଏଟା ତମେ ଜାନିଆଚାସ୍ । 35ମିଲାଇବାଟାନେଅନି ଦାନ୍ଦେବାଟା ଅଦିକ୍ ସାର୍ଦାର୍ ବିସଇ ଅଇରଇସି । ନିଜେ ଜିସୁ ମାପ୍ରୁ ଏ ବାକିଅ ସୁମର୍ନା କରିରଇଲା । ଏନ୍ତାରି କସ୍ଟ କାମେଅନି ନାପାର୍ଲା ଲକ୍ମନ୍କେ ସାଇଜ କର୍ବାର୍ ଆଚେ । ଏ ବିସଇ ମୁଇ ତମ୍କେ ସବୁବେଲେ କରିଦେକାଇଆଚି ।”
36ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା । 37ସବୁ ଲକ୍ କାନ୍ଦି କାନ୍ଦି କରି ପାଉଲ୍କେ ପାଟାଲିକରି ଚୁମ୍ଚାଟ୍ କରି ପାଟାଇଦେଲାଇ । 38ପାଉଲ୍ ସେମନ୍କେ “ତମେ ଆରି ମକେ ଦେକିନାପାରାସ୍ ।” ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।
Currently Selected:
ପେରିତ୍ 20: Saa25
Highlight
Share
Copy
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025