1
ପେରିତ୍ 19:6
Desiya Bible, 2025
Saa25
ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
Compare
Explore ପେରିତ୍ 19:6
2
ପେରିତ୍ 19:11-12
ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା । ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
Explore ପେରିତ୍ 19:11-12
3
ପେରିତ୍ 19:15
ମାତର୍ କାରାପ୍ ଆତ୍ମା ସେମନ୍କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍କେ ଚିନ୍ଲି ଆଚି, ମାତର୍ ତମେ କେ ?”
Explore ପେରିତ୍ 19:15