ମାତିଉ 28
28
ଜିସୁ ମରିକରି ଆରିତରେକ୍ ଉଟ୍ବାଟା
(ମାର୍କ ୧୬:୧-୧୦; ଲୁକ୍ ୨୪:୧-୧୨; ଜଅନ୍ ୨୦:୧-୧୦)
1ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ । 2ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା । 3ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା । 4ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ । 5ସରଗର୍ ଦୁତ୍ ମାଇଜିମନ୍କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । 6ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।”
7“ତମେ ଦାପ୍ରେ ଜାଇ ତାର୍ ସିସ୍ମନ୍କେ କୁଆ, ସେ ଆରି ତରେକ୍ ଜିବନ୍ ଅଇଆଚେ ଆରି ତମର୍ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
8ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
9ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ । 10ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
ଜାଗୁଆଲ୍ମନ୍ ଜାନାଇବାଟା
11ମାଇଜିମନ୍ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍କେ ଏ ସବୁ ଅଇଲାଟା ଜାନାଇଲାଇ । 12ମୁକିଅ ପୁଜାରିମନ୍ ପାର୍ଚିନ୍ମନର୍ ସଙ୍ଗ୍ ମିସି କୁଟ୍ ପାଁଚ୍ଲାଇ । ସେମନ୍ ସନିଅମନ୍କେ ବେସି ଡାବୁ ଲାଁଚ୍ଦେଇ କଇଲାଇ, 13ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍ ସିସ୍ମନ୍ ଆସି ତାର୍ ମଲା ଗାଗଡ୍ ଚରାଇ ଦାରିଗାଲାଇ । 14ଜଦି ସାସନ୍କାରିଆ ଏ କାତା ନ ସୁନ୍ସି, ବଇଲେ ତମର୍ ଦସ୍ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।”
15ସନିଅମନ୍ ଡାବୁ ନେଇକରି, ସେମନ୍କେ କଇରଇଲା ଇସାବେ କାମ୍ କଲାଇ । ସେମନ୍ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍ ଆଜିକେ ଜାକ ସେ କାତା ଜାନାଇଲାଇନି ।
ଜିସୁ ସିସ୍ମନ୍କେ ଦେକାଇ ଅଇଲା ।
(ମାର୍କ ୧୬:୧୪-୧୮; ଲୁକ୍ ୨୪:୩୬-୩୯; ଜଅନ୍ ୨୦:୧୯-୨୩; ପେରିତ୍ ୧:୬-୮)
16 #
ମାତିଉ ୨୬:୩୨; ମାର୍କ ୧୪:୨୮ ଜିସୁ କଇବା ଇସାବେ ତାର୍ ଏଗାର୍ଟା ସିସ୍ମନ୍ ଗାଲିଲିର୍ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲାଇ । 17ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ । 18ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ । 19#ପେରିତ୍ ୧:୮ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । 20ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
اکنون انتخاب شده:
ମାତିଉ 28: Saa25
هایلایت
به اشتراک گذاشتن
کپی
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
The Desiya Bible © The Word for the World International and Desiya Translation Samithi, Koraput, Odisha. 2025