ରୋମୀୟ 6:12

ରୋମୀୟ 6:12 ODIAOV-BSI

ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ଵ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ-ଗୁଡ଼ାକର ବଶବର୍ତ୍ତୀ ହେବ