1
ମାଥିଉଲିଖିତ ସୁସମାଚାର 14:30-31
ପବିତ୍ର ବାଇବଲ (CL) NT (BSI)
ODCLBSI
କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।” ହଠାତ୍ ଯୀଶୁ ହତ ବଢ଼ଶଇ ପିତକୁ ଧରି କହିଲେ, “କେଡ଼େ ଅଳ୍ପବିଶ୍ୱାସୀ ତୁମେ! ସନ୍ଦେହ କଲ କାହିଁକି?”
مقایسه
ମାଥିଉଲିଖିତ ସୁସମାଚାର 14:30-31 را جستجو کنید
2
ମାଥିଉଲିଖିତ ସୁସମାଚାର 14:30
କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।”
ମାଥିଉଲିଖିତ ସୁସମାଚାର 14:30 را جستجو کنید
3
ମାଥିଉଲିଖିତ ସୁସମାଚାର 14:27
ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ ଅଭୟଦେଇ କହିଲେ, “ମୁଁ ପରା! ଭୟ କର ନାହିଁ।”
ମାଥିଉଲିଖିତ ସୁସମାଚାର 14:27 را جستجو کنید
4
ମାଥିଉଲିଖିତ ସୁସମାଚାର 14:28-29
ଏହା ଶଉଣଇ ପିତର କହିଲେ, “ପ୍ରଭୁ, ଯଦି ସତରେ ଆପଣ ହୋଇଥାଆନ୍ତି, ପାଣଇ ଉପରେ ଚାଲି ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଦେଶ ଦିଅନ୍ତୁ।” ଯୀଶୁ କହିଲେ, “ଚାଲି ଆସ।” ପିତର ନୌକରୁ ବାହାରି ଯୀଶଉଙ୍କ ଆଡ଼କୁ ପାଣି ଉପରେ ଚାଲିବାକୁ ଲାଗିଳେ।
ମାଥିଉଲିଖିତ ସୁସମାଚାର 14:28-29 را جستجو کنید
5
ମାଥିଉଲିଖିତ ସୁସମାଚାର 14:33
ଶିଷ୍ୟମାନେ ଯୀଶୁଙ୍କୁ ଆରାଧନା କରି କହିଲେ, “ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”
ମାଥିଉଲିଖିତ ସୁସମାଚାର 14:33 را جستجو کنید
6
ମାଥିଉଲିଖିତ ସୁସମାଚାର 14:16-17
ଯୀଶୁ ସେମାନଙ୍କୁ କହିଲେ, “ସେମାନେ ଏଠାରୁ ଯିବା ଦରକାର ନାହିଁ। ତୁମେ ସେମାନେଙ୍କୁ କିଛି ଖାଇବାକୁ ଦିଅ।” ଶିଷ୍ୟମାନେ ଉତ୍ତର ଦେଲେ, “ଏଠାରେ ଆମ ପାଖରେ କେବଳ ପାଞ୍ଚଟି ରୋଟୀ ଇ ଦୁଇଟି ମାଛ ଅଛି।”
ମାଥିଉଲିଖିତ ସୁସମାଚାର 14:16-17 را جستجو کنید
7
ମାଥିଉଲିଖିତ ସୁସମାଚାର 14:18-19
ଯୀଶୁ କହିଲେ, “ସେତକ ମୋ’ ପାଖକୁ ନେଇ ଆସ।” ଲୋକମାନଙ୍କୁ ଘାସ ଉପରେ ବସିବାକୁ କହି ଯୀଶୁ ସେହି ପଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ନେଲେ ଓ ସ୍ୱର୍ଗଆଡ଼କୁ ଚାହିଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେ ରୋଟୀଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ସେହିସବୁ ନେଇ ଲୋକମାନଙ୍କ ଭିତରେ ବାଣ୍ଟିଦେଲେ।
ମାଥିଉଲିଖିତ ସୁସମାଚାର 14:18-19 را جستجو کنید
8
ମାଥିଉଲିଖିତ ସୁସମାଚାର 14:20
ସମସ୍ତେ ଖାଇ ପରିତୃପ୍ତ ହେଲେ। ତା’ପରେ ଶିଷ୍ୟମାନେ ବଳି ପଡ଼ିଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ଉଠାଇ ବାରଟି ଟୋକେଇ ପୂର୍ଣ କଲେ।
ମାଥିଉଲିଖିତ ସୁସମାଚାର 14:20 را جستجو کنید