YouVersion Logo
Search Icon

ମାଥିଉଲିଖିତ 6:9-10

ମାଥିଉଲିଖିତ 6:9-10 OCB

“ତେଣୁ ଏହିପରି ଭାବରେ ପ୍ରାର୍ଥନା କର: “ହେ ଆମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭର ରାଜ୍ୟ ଆସୁ, ସ୍ଵର୍ଗରେ ଯେପରି, ପୃଥିବୀରେ ସେହିପରି ତୁମ୍ଭର ଇଚ୍ଛା ସଫଳ ହେଉ।

Verse Images for ମାଥିଉଲିଖିତ 6:9-10

ମାଥିଉଲିଖିତ 6:9-10 - “ତେଣୁ ଏହିପରି ଭାବରେ ପ୍ରାର୍ଥନା କର:
“ହେ ଆମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା,
ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ,
ତୁମ୍ଭର ରାଜ୍ୟ ଆସୁ,
ସ୍ଵର୍ଗରେ ଯେପରି,
ପୃଥିବୀରେ ସେହିପରି ତୁମ୍ଭର ଇଚ୍ଛା ସଫଳ ହେଉ।ମାଥିଉଲିଖିତ 6:9-10 - “ତେଣୁ ଏହିପରି ଭାବରେ ପ୍ରାର୍ଥନା କର:
“ହେ ଆମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା,
ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ,
ତୁମ୍ଭର ରାଜ୍ୟ ଆସୁ,
ସ୍ଵର୍ଗରେ ଯେପରି,
ପୃଥିବୀରେ ସେହିପରି ତୁମ୍ଭର ଇଚ୍ଛା ସଫଳ ହେଉ।ମାଥିଉଲିଖିତ 6:9-10 - “ତେଣୁ ଏହିପରି ଭାବରେ ପ୍ରାର୍ଥନା କର:
“ହେ ଆମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା,
ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ,
ତୁମ୍ଭର ରାଜ୍ୟ ଆସୁ,
ସ୍ଵର୍ଗରେ ଯେପରି,
ପୃଥିବୀରେ ସେହିପରି ତୁମ୍ଭର ଇଚ୍ଛା ସଫଳ ହେଉ।