ମାଥିଉଲିଖିତ 6:24
ମାଥିଉଲିଖିତ 6:24 OCB
“କେହି ଦୁଇ ମୁନିବର ସେବା କରିପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରି ଅନ୍ୟ ଜଣଙ୍କୁ ଭଲ ପାଇବ, କିମ୍ବା ଜଣକ ପ୍ରତି ଅନୁରକ୍ତ ରହି ଅନ୍ୟଜଣକୁ ଅବଜ୍ଞା କରିବ। ତୁମେ ଈଶ୍ୱର ଓ ଧନ ଉଭୟର ସେବା କରିପାରିବ ନାହିଁ।