YouVersion Logo
Search Icon

ମାଥିଉଲିଖିତ 6:19-21

ମାଥିଉଲିଖିତ 6:19-21 OCB

“ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀରେ ନିଜ ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ ନାହିଁ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରନ୍ତି ନାହିଁ, ଏପରି ସ୍ଵର୍ଗରେ ନିଜ ନିମନ୍ତେ ଧନ ସଞ୍ଚୟ କର। କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ରହେ।

Verse Images for ମାଥିଉଲିଖିତ 6:19-21

ମାଥିଉଲିଖିତ 6:19-21 - “ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀରେ ନିଜ ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ ନାହିଁ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରନ୍ତି ନାହିଁ, ଏପରି ସ୍ଵର୍ଗରେ ନିଜ ନିମନ୍ତେ ଧନ ସଞ୍ଚୟ କର। କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ରହେ।ମାଥିଉଲିଖିତ 6:19-21 - “ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀରେ ନିଜ ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ ନାହିଁ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରନ୍ତି ନାହିଁ, ଏପରି ସ୍ଵର୍ଗରେ ନିଜ ନିମନ୍ତେ ଧନ ସଞ୍ଚୟ କର। କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ରହେ।ମାଥିଉଲିଖିତ 6:19-21 - “ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀରେ ନିଜ ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ ନାହିଁ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରନ୍ତି ନାହିଁ, ଏପରି ସ୍ଵର୍ଗରେ ନିଜ ନିମନ୍ତେ ଧନ ସଞ୍ଚୟ କର। କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ରହେ।

Free Reading Plans and Devotionals related to ମାଥିଉଲିଖିତ 6:19-21