YouVersion Logo
Search Icon

ମାଥିଉଲିଖିତ 6:16-18

ମାଥିଉଲିଖିତ 6:16-18 OCB

“ଉପବାସ କରିବା ସମୟରେ ବକଧାର୍ମିକ ମାନଙ୍କ ପରି ବିଷଣ୍ଣମୁଖ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଛନ୍ତି ବୋଲି ଲୋକଙ୍କୁ ଦେଖାଇବା ପାଇଁ ମୁଖ ବିବର୍ଣ୍ଣ କରନ୍ତି। ମୁଁ ତୁମକୁ ସତ୍ୟ କହୁଛି, ସେମାନେ ନିଜ ନିଜର ପୁରସ୍କାର ପାଇସାରିଲେଣି। କିନ୍ତୁ ତୁମେ ଉପବାସ କରିବା ସମୟରେ, ମୁଣ୍ଡରେ ତେଲ ଲଗାଅ ଓ ମୁଖ ଧୁଅ। ତା ହେଲେ ତୁମେ ଉପବାସ କରୁଛ ବୋଲି ଲୋକେ ଜାଣିପାରିବେ ନାହିଁ। କିନ୍ତୁ କେବଳ ତୁମର ଅଦୃଶ୍ୟ ପିତା ଜାଣିବେ, ଏବଂ ତୁମର ପିତା ଯେ କି ଗୁପ୍ତ ବିଷୟ ଦେଖନ୍ତି, ସେ ତୁମକୁ ପୁରସ୍କୃତ କରିବେ।

Free Reading Plans and Devotionals related to ମାଥିଉଲିଖିତ 6:16-18