YouVersion Logo
Search Icon

ମାଥିଉଲିଖିତ 25:29

ମାଥିଉଲିଖିତ 25:29 OCB

କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ ଓ ତାହାର ପ୍ରଚୁର ହେବ। କିନ୍ତୁ ଯାହାର ନାହିଁ, ତାହାର ଯାହାକିଛି ଅଛି, ତାହା ମଧ୍ୟ ତା ଠାରୁ କାଢ଼ି ନିଆଯିବ।