ମାଥିଉଲିଖିତ 22:19-21
ମାଥିଉଲିଖିତ 22:19-21 OCB
କର ରୂପେ ଯେଉଁ ମୁଦ୍ରା ଦିଆଯାଉଛି, ତାହା ଆଣି ମୋତେ ଦେଖାଅ।” ସେମାନେ ତାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣି ଦେଲେ ସେ ସେମାନଙ୍କୁ ପଚାରିଲେ, “ଏଥିରେ କାହାର ପ୍ରତିକୃତି ଏବଂ କାହାର ନାମ ରହିଛି?” ସେମାନେ ଉତ୍ତର ଦେଲେ, “କାଇସରଙ୍କର।” ତା ପରେ ସେ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର ତାହା ଈଶ୍ୱରଙ୍କୁ ଦିଅ।”





