YouVersion Logo
Search Icon

ମାଥିଉଲିଖିତ 20:26-28

ମାଥିଉଲିଖିତ 20:26-28 OCB

କିନ୍ତୁ ତୁମମାନଙ୍କ ମଧ୍ୟରେ ସେପରି ହେବ ନାହିଁ। ବରଞ୍ଚ, ତୁମମାନଙ୍କ ମଧ୍ୟରେ କେହି ଯଦି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମମାନଙ୍କର ସେବକ ହେଉ ପୁଣି, କେହି ଯେବେ ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମର କ୍ରୀତଦାସ ହେଉ ସେହିରୂପେ, ମନୁଷ୍ୟପୁତ୍ର ସେବା ପାଇବାକୁ ଆସିଲେ ନାହିଁ, ମାତ୍ର ସେବା କରିବାକୁ ଓ ଅନେକଙ୍କ ମୁକ୍ତିରମୂଲ୍ୟ ସ୍ଵରୂପେ ନିଜର ଜୀବନ ଦେବାକୁ ଆସିଲେ।”