ମାଥିଉଲିଖିତ 2:11
ମାଥିଉଲିଖିତ 2:11 OCB
ସେମାନେ ଗୃହରେ ପ୍ରବେଶ କରି ଶିଶୁଙ୍କୁ ମାତା ମରିୟମଙ୍କ ସଙ୍ଗେ ଦେଖିଲେ, ଏବଂ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ତତ୍ପରେ ସେମାନେ ନିଜ ନିଜର ଉପହାର ପେଡ଼ି ଫିଟାଇ ଭେଟି ରୂପେ ତାଙ୍କୁ ସୁନା, ଗୁଗ୍ଗୁଳ ଓ ଗନ୍ଧରସ ଦେଲେ।