YouVersion Logo
Search Icon

ମାଥିଉଲିଖିତ 2:1-2

ମାଥିଉଲିଖିତ 2:1-2 OCB

ରାଜା ହେରୋଦଙ୍କ ରାଜତ୍ଵକାଳରେ ଯିହୁଦା ପ୍ରଦେଶର ବେଥଲିହିମ ସହରରେ ଯୀଶୁ ଜନ୍ମଗ୍ରହଣ କରିବାପରେ, ପୂର୍ବଦେଶରୁ କେତେକ ଜ୍ୟୋତିର୍ବିଦ୍ ପଣ୍ଡିତ ଯିରୂଶାଲମକୁ ଆସିଲେ ଏବଂ ପଚାରିଲେ, “ଯିହୁଦିମାନଙ୍କ ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି, ସେ କେଉଁଠାରେ ଅଛନ୍ତି? କାରଣ ଆମେ ପୂର୍ବେ ଦେଶରେ ତାହାଙ୍କର ତାରା ଉଦିତ ହେବାର ଦେଖିଅଛୁ ଏବଂ ତାଙ୍କୁ ପୂଜା କରିବାକୁ ଆସିଅଛୁ।”

Verse Image for ମାଥିଉଲିଖିତ 2:1-2

ମାଥିଉଲିଖିତ 2:1-2 - ରାଜା ହେରୋଦଙ୍କ ରାଜତ୍ଵକାଳରେ ଯିହୁଦା ପ୍ରଦେଶର ବେଥଲିହିମ ସହରରେ ଯୀଶୁ ଜନ୍ମଗ୍ରହଣ କରିବାପରେ, ପୂର୍ବଦେଶରୁ କେତେକ ଜ୍ୟୋତିର୍ବିଦ୍ ପଣ୍ଡିତ ଯିରୂଶାଲମକୁ ଆସିଲେ ଏବଂ ପଚାରିଲେ, “ଯିହୁଦିମାନଙ୍କ ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି, ସେ କେଉଁଠାରେ ଅଛନ୍ତି? କାରଣ ଆମେ ପୂର୍ବେ ଦେଶରେ ତାହାଙ୍କର ତାରା ଉଦିତ ହେବାର ଦେଖିଅଛୁ ଏବଂ ତାଙ୍କୁ ପୂଜା କରିବାକୁ ଆସିଅଛୁ।”

Free Reading Plans and Devotionals related to ମାଥିଉଲିଖିତ 2:1-2