YouVersion Logo
Search Icon

ମାଥିଉଲିଖିତ 17:20

ମାଥିଉଲିଖିତ 17:20 OCB

ଯୀଶୁ ଉତ୍ତର ଦେଲେ, “କାରଣ ତୁମମାନଙ୍କ ବିଶ୍ୱାସ ଅତି ଅଳ୍ପ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ସୋରିଷମଞ୍ଜି ଭଳି ତୁମମାନଙ୍କର ବିଶ୍ୱାସ ଟିକକ ଥାଏ, ତେବେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା,’ କହିଲେ, ତାହା ଘୁଞ୍ଚିଯିବ। ତୁମମାନଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ।

Verse Image for ମାଥିଉଲିଖିତ 17:20

ମାଥିଉଲିଖିତ 17:20 - ଯୀଶୁ ଉତ୍ତର ଦେଲେ, “କାରଣ ତୁମମାନଙ୍କ ବିଶ୍ୱାସ ଅତି ଅଳ୍ପ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ସୋରିଷମଞ୍ଜି ଭଳି ତୁମମାନଙ୍କର ବିଶ୍ୱାସ ଟିକକ ଥାଏ, ତେବେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା,’ କହିଲେ, ତାହା ଘୁଞ୍ଚିଯିବ। ତୁମମାନଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ।

Free Reading Plans and Devotionals related to ମାଥିଉଲିଖିତ 17:20