ମାଥିଉଲିଖିତ 15:18-19
ମାଥିଉଲିଖିତ 15:18-19 OCB
ମାତ୍ର ଯାହା ମୁଖରୁ ବାହାରେ, ତାହା ହୃଦୟରୁ ବାହାରେ ଓ ଏହିସବୁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ ବାହାରେ-କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ଅବୈଧ ଯୌନସମ୍ପର୍କ, ଚୋରି, ମିଥ୍ୟାସାକ୍ଷ୍ୟ ଓ ପରନିନ୍ଦା।