ମାଥିଉଲିଖିତ 11:4-5
ମାଥିଉଲିଖିତ 11:4-5 OCB
ଯୀଶୁ ଉତ୍ତର ଦେଲେ, “ଯୋହନଙ୍କ ନିକଟକୁ ଫେରିଯାଇ ଯାହା ଯାହା ଶୁଣିଲ ଓ ଦେଖିଲ ସେସମସ୍ତେ ତାଙ୍କୁ ଜଣାଅ: ଅନ୍ଧମାନେ ଦୃଷ୍ଟି ପାଉଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଅଛନ୍ତି, ବଧିରମାନେ ଶୁଣୁଅଛୁନ୍ତି, ମୃତଲୋକେ ବଞ୍ଚି ଉଠୁଅଛନ୍ତି, ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହେଉଅଛି।





