YouVersion Logo
Search Icon

ଯିଖରିୟ 7:10

ଯିଖରିୟ 7:10 OERV

ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କର ନାହିଁ। ତୁମ୍ଭ ଭାଇ ବିରୁଦ୍ଧରେ ନିଜ ହୃଦୟରେ ଷଡ଼ଯନ୍ତ୍ର କର ନାହିଁ।’”