YouVersion Logo
Search Icon

ଯୋୟେଲ 2:13

ଯୋୟେଲ 2:13 OERV

ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।” ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସେ ଅତି ଦୟାଳୁ ଓ କରୁଣାମୟ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ରେମ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ ହୁଏତ ତାହା ଦେଇ ନ ପାରନ୍ତି।

Video for ଯୋୟେଲ 2:13

Verse Image for ଯୋୟେଲ 2:13

ଯୋୟେଲ 2:13 - ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।” ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସେ ଅତି ଦୟାଳୁ ଓ କରୁଣାମୟ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ରେମ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ ହୁଏତ ତାହା ଦେଇ ନ ପାରନ୍ତି।