ମାର୍କ 8:37-38
ମାର୍କ 8:37-38 SAA25
ଆରି ତାର୍ ଆତ୍ମାର୍ ବାଦୁଲେ କାଇଟା ଦେଲେ ମିସା ସମାନ୍ ନ ଅଏ । ପର୍ମେସର୍କେ ଚାଡିକରି ରଇବା ଏ କାରାପ୍ ଦୁନିଆଇ, ଲକ୍ମନ୍ ଜଦି ମର୍ ଲାଗି ଆରି ମର୍ କାତାର୍ ଲାଗି ଲାଜ୍ ଅଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ମିସା ମର୍ ବାବାର୍ ବେସି ଉଜଲ୍ ଆରି ଡାକ୍ପୁଟା ସଙ୍ଗ୍ ଆରି ସରଗର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇଲାବେଲେ, ସେମନ୍କେ ମର୍ଲକ୍ମନ୍ ବଲି କଇବାକେ ମୁଇ ମିସା ଲାଜ୍ ଅଇବି ।”