ଆଦି 38
38
ଜିଉଦା ଆରି ତାମର୍
1ସେଡ୍କିବେଲେ ଜିଉଦା ନିଜର୍ ବାଇ ମନର୍ ଲଗେ ଅନି ଅଦୁଲମିଅ ଇରା ନାଉଁର୍ ଗଟେକ୍ ଲକର୍ ଲଗେ ଗାଲା । 2ତେଇ ସୁଅ ନାଉଁର୍ ଗଟେକ୍ କିଣାନିଅ ଲକର୍ ଗଟେକ୍ ଟକିକେ ଦେକି ତାକେ ବିବା ଅଇ ତାର୍ ସଙ୍ଗେ ସୁଆବସା କଲା । 3ତାର୍ପଚେ ସେ ଗାଗ୍ଡେ ଅଇ ପିଲା ଜନମ୍ କଲା, ଆରି ତାର୍ ନାଉଁ ଏର ବଲିକରି ଦେଲା । 4ତାର୍ପଚେ ଆରିତରେକ୍ ସେ ଗାଗ୍ଡେ ଅଇଲା, ସେ ପିଲା ଜନମ୍ କରି ତାର୍ ନାଉଁ ଅନନ୍ ଦେଲା । 5ଆରିତରେକ୍ ସେ ଗାଗ୍ଡେ ଅଇଲା, ସେ ପିଲା ଜନମ୍ କରି ତାର୍ ନାଉଁ ସେଲା ଦେଲା । ଏ ଜନମ୍ ଅଇଲା ବେଲେ ଜିଉଦା କସିବର୍ ତେଇ ରଇଲା ।
6ତାର୍ପଚେ ଜିଉଦା ତାମର୍ ନାଉଁର୍ ଗଟେକ୍ ଟକିକେ ଆନି ତାର୍ ବଡ୍ପିଲା ଏରର୍ ସଙ୍ଗେ ବିବାକରି ଦେଲା ।
7ମାତର୍ ଜିଉଦାର୍ ବଡ୍ପିଲା ଏର ସବୁବେଲର୍ ମାପ୍ରୁର୍ ଲଗେ କରାପ୍ଟା ରଇଲା, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ତାକେ ବିନାସ୍ କଲା । 8ତାର୍ପଚେ ଜିଉଦା ଅନନ୍କେ କଇଲା, ତର୍ ବାଇର୍ ମାଇଜି ସଙ୍ଗେ ସୁଆବସା କର୍ ଆରି ତାର୍ ସଙ୍ଗେ ଦେଉରର୍ କାମ୍ କରି ବାଇର୍ କୁଲ୍ ରକିଆ କର୍ବାକେ ସଙ୍ଗଅ । 9ମାତର୍ ସେ କୁଲ୍ ନିଜର୍ଟା ନ ଅଏ, ବଲିକରି ବାଇର୍ ମାଇଜିର୍ ସଙ୍ଗେ ମିସ୍ଲାବେଲେ ବାଇର୍ କୁଲ୍ ଜାତ୍ ନ କର୍ବା ଇଚାରେ ବୁଏଁ ଜରାଇ ଦେଲା। 10ତାର୍ ଏ ରକାମ୍ କାମ୍ ସବୁବେଲର୍ ମାପ୍ରୁର୍ ଲଗେ ବୁଲ୍ କାମ୍, ସେଟାର୍ ପାଇଁ ସେ ତାକେ ମିସା ମରାଇ ଦେଲା । 11ସେଡ୍କିବେଲେ ଜିଉଦା ନିଜର୍ ବୁଆରି ତାମର୍କେ କଇଲା, ମର୍ ପିଲା ସେଲା ବଡ୍ ନ ଅଇବା ଜାକ ତୁଇ ରାଣ୍ଡି ଅଇ ତର୍ ବାବାର୍ ଗରେ ଜାଇ ର, କାଇକେବଇଲେ ସେ ବାବ୍ଲା, କେ ଜାନେ ବାଇମନର୍ ପାରା ସେଲା ମିସା ମରି ଜାଇସି । ସେଟାର୍ ପାଇଁ ତାମର୍ ବାବାର୍ ଗରେ ଜାଇ କରି ରଇଲା।
12ଆରି କେତେଦିନ୍ ଗାଲାପଚେ, ସୁଅର୍ ଟକି ଜିଉଦାର୍ ମାଇଜି ମଲା, ତାର୍ପଚେ ଜିଉଦା ଦୁକ୍ ପାସ୍ରି କରି ଅଦୁଲମିଅ ଇରା ନାଉଁର୍ ମଇତର୍ ସଙ୍ଗେ ତିମ୍ନା ବଲି ଗଟେକ୍ ଗାଏଁ ନିଜର୍ ମେଣ୍ଡା ମନର୍ ଚେଣ୍ଡି କାଟି ପିଙ୍ଗ୍ବା ଲକର୍ ଲଗେ ଗାଲା ।
13ସେଡ୍କିବେଲେ ଗଟେକ୍ ଲକ୍ ତାମର୍କେ ଆସି କବର୍ ଦେଇ କଇଲା, ଦେକ୍, ତର୍ ସାତ୍ରା ନିଜର୍ ମେଣ୍ଡା ମନର୍ ଚେଣ୍ଡି କାଟ୍ବାକେ ତିମ୍ନା ତେଇ ଗାଲାନି । 14ତାର୍ପଚେ ତାମର୍ ରାଣ୍ଡି ଲୁଗା ବେଟି ପିଙ୍ଗି କରି ନିକଟା ଲୁଗା ପିନ୍ଦି ନିଜ୍କେ ଗଟେକ୍ ଡିଣ୍ଡା ଟକି ପାରା କରି ସୁନ୍ଦର୍ ଅଇ ତିମ୍ନାର୍ ବାଟ୍ଲଗେ ଏନମର୍ ପୁର୍ବା ଜାଗା ଲଗେ ବସି ରଇଲା, କାଇକେବଇଲେ ସେ ଦେକ୍ଲା, ସେଲା ବଡ୍ ଅଇଲା ମିସା ତାର୍ ସଙ୍ଗେ ବିବା ଅଏ ନାଇ ।
15ସେଡ୍କିବେଲେ ଜିଉଦା ତାକେ ଦେକି ପାଦ୍ରିଟା ବଲି ବାବ୍ଲା, କାଇକେବଇଲେ ସେ ମୁ କେ ଡାବି ଅଇ ରଇଲା। 16ସେଟାର୍ ପାଇଁ ସେ ବାଟ୍ ଲଗେ ତାର୍ ଲଗେ ଜାଇ ତାର୍ ବୁଆରି ବଲି ଚିନି ନାପାରି କଇଲା, ଗୁଆରି କଲିନି, ତର୍ ଲଗେ ଆଇବାକେ ମକେ ଆଦେସ୍ ଦେ । ତେବେ ତାମର୍ କଇଲା, ତୁଇ ମର୍ ଲଗେ ଆଇବାକେ କାଇଟା ଦେଇସୁ ?
17ସେ କଇଲା, ରାସି ଲଗେ ଅନି ଗଟେକ୍ ଚେଲି ପିଲା ପାଟାଇ ଦେବି ତାମର୍ କଇଲା, ସେଟା ପାଟାଇବା ଜାକ ମକେ କାଇ ଆଲେ ଜିନିସ୍ ଦେଇସୁ କି ? 18ଜିଉଦା କଇଲା, କାଇ ଜିନିସ୍ ଦେବି ? ତାମର୍ କଇଲା, ତର୍ ଏ ମୁଦି ,ସୁତା, ଆରି ଆତର୍ ଡାଙ୍ଗ୍ । ତାର୍ପଚେ ଜିଉଦା ତାକେ ସେ ସବୁ ଦେଇ ତାର୍ ଲଗେ ଗାଲା, ତାର୍ପଚେ ସେ ତାର୍ ଲଗେ ଜାଇ ସୁଆବସା କଲାକେ ସେ ତାର୍ ଲାଗି ଗାଗ୍ଡେ ଅଇଲା । 19ତାମର୍ ଉଟି କରି ଗାଲା, ଆରି ସେ ଲୁଗା ବଦ୍ଲାଇ କରି ରାଣ୍ଡିଲୁଗା ପିନ୍ଦ୍ଲା ।
20ତାର୍ପଚେ ଜିଉଦା ସେ ମାଇଜିର୍ ଲଗେ ଅନି ଦେଇ ରଇବା ଜିନିସ୍ ନେବାକେ ନିଜର୍ ବନ୍ଦୁ ଅଦୁଲମିଅ ଇରାକେ ଚେଲିପିଲା ପାଟାଇ ଦେଲା, ମାତର୍ ସେ ତାର୍ ସଙ୍ଗେ ବେଟ୍ ଅଇ ନାପାର୍ଲା । 21ସେଟାର୍ ପାଇଁ ସେ ଲକ୍ ମନ୍କେ ପାଚାର୍ଲା, ଏନମ୍ କେନେ ଗାଲା ? ସେମନ୍ କଇଲାଇ, ଏ ଲଗେ କେ ମିସା ନ ରଇଲାଇ ।
22ତାର୍ପଚେ ସେ ଜିଉଦାର୍ ଲଗେ ବାଉଡିଜାଇ କଇଲା, ମୁଇଁ ତାକେ ବେଟ୍ ଅଇ ନାପାର୍ଲି, ଆରି ତେଇର୍ ଲକ୍ମନ୍ ମିସା କଇଲାଇ, ଏ ଜାଗା ଲଗେ କନ୍ ମିସା ପାଦ୍ରି ଲକ୍ ନାଇ। 23ତେବେ ଜିଉଦା କଇଲା, ତାର୍ ଲଗେ ଜାଇଟା ଆଚେ, ସେଟା ସେ ସଙ୍ଗଅ, ମୁଇଁ କାଇକେ ଲାଜ୍ ଅଇବି? ଦେକ୍, ମୁଇଁ ଏ ଚେଲିପିଲା ପାଟାଇଲି, ମାତର୍ ତମେ ତାକେ ବେଟ୍ ଅଇ ନାପାର୍ଲାସ୍ । 24ଆରି ତିନ୍ ମାସ୍ ପଚେ ଗଟେକ୍ ଲକ୍ ଜିଉଦାକେ କଇଲା, ତର୍ ବୁଆରି ତାମର୍ ପାଦ୍ରି ଅଇଆଚେ, ଆରି ପାଦ୍ରି କାମ୍ କରି ସେ ଗାଗ୍ଡେ ଆଚେ । ତାର୍ପଚେ ଜିଉଦା କଇଲା, ତାକେ ଡାଣ୍ଡେ ଜିକି ଆନି ଜଇ ଲଗେ ପିଙ୍ଗି ଦିଆସ୍ । 25ତାର୍ପଚେ ତାକେ ଡାଣ୍ଡେ ଆନ୍ଲାଇ, ତାର୍ ସାତ୍ରାର୍ ଲଗେ କଇ ପାଟାଇଲା, ଏ ସବୁ ଜିନିସ୍ ଜାର୍ଟା, ସେ ମୁନୁସ୍ ସଙ୍ଗେ ମୁଇଁ ଗାଗ୍ଡେ ଅଇଆଚି । ଆରି କଇଲା, “ଏ ମୁଦି ଆରି ଜୁତା ଆରି ଡାଙ୍ଗ୍ କାର୍ଟା ? ସେଟା ଚିନି ଦେକା ।” 26ତାର୍ପଚେ ଜିଉଦା ସେ ସବୁ ଜିନିସ୍ ନିଜର୍ ବଲି ଦେକି କରି କଇଲା, ସେ ମର୍ ଟାନେଅନି ଅଦିକ୍ ଦର୍ମ୍ଟା, କାଇକେବଇଲେ ମୁଇଁ ତାକେ ମର୍ ପିଲା ସେଲାକେ ଦେଇ ନାଇ । ମାତର୍ ଜିଉଦା ଆରି ତାର୍ ଲଗେ ଜାଏ ନାଇ।
27ଆରି ତାମରର୍ ପିଲା ଜନମ୍ କର୍ବା ବେଲା ଆଇଲା, ତାର୍ ଗାଗ୍ଡେ ଜଅଁଲା ପିଲା ରଇବାଟା ଡିସ୍ଲା । 28ଆରି ତାର୍ ଜନମ୍ ଅଇବାବେଲେ ଗଟେକ୍ ପିଲାର୍ ଆତ୍ ବାରଇଲା, ତାର୍ପଚେ ବଣ୍ଡ୍କି ଡକ୍ରି ତାର୍ ସେ ଆତେ ରଙ୍ଗ୍ଟା ସୁତାବାନ୍ଦି କଇଲା, ଏ ବଡ୍ ପିଲା । 29ମାତର୍ ସେ ତାର୍ ଆତ୍ ଜିକି ନେଲା, ଦେକ୍, ତାର୍ବାଇ ଉମ୍ତାଡି ଅଇ ଜନମ୍ ଅଇଲା, ତାର୍ପଚେ ବଣ୍ଡ୍କି ଡକ୍ରି କଇଲା, ତୁଇ କନ୍ ଇସାବେ ବେଦ କଲୁସ୍ ଏ ବେଦର୍ ପାଇଁ ତାର୍ ନାଉଁ ପେରସ୍#38:29 କସ୍ଟ ଦେଲା । 30ତାର୍ପଚେ ଆତେ ରଙ୍ଗ୍ ସୁତା ବାନ୍ଦି ଅଇଲାକେ ତାର୍ବାଇ ଜନମ୍ ଅଇଲା, ତାର୍ ନାଉଁ ସେରଅ#38:30 ଉଜଲ୍ ଦେଲା ।
Currently Selected:
ଆଦି 38: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025