ଆଦି 37
37
ଜସେପର୍ ସପନ୍
1ସେଡ୍କିବେଲେ ଜାକୁବ ନିଜର୍ ବାବାର୍ ବାସା ଅଇବା ଜାଗା କିଣାନ୍ ଦେସେ ବାସା କରି ରଇଲା । 2ଏଟା ଅଇଲାନି ଜାକୁବର୍ କୁଟୁମର୍ ବିସଇ ଏଟା। ଜସେପ୍, ସତ୍ର ବରସ୍ ଅଇଲା ବେଲେ ତାର୍ ବାଇ ମନର୍ ସଙ୍ଗେ ଚେଲି ମେଣ୍ଡା ଚାରାଇତେ ରଇଲା, ସେ ମନ୍ ତାକର୍ ବାବାର୍ ମାଇଁଜି ବିଲ୍ଆ ଆରି ସିଲ୍ପାର୍ ପିଲାମନ୍ ରଇଲାଇ, ଆରି ଜସେପ୍ କାମ୍ କର୍ବାଟା ଦେକି ତାକର୍ ବାବାର୍ ପାକେ ଆସି କଇତେ ରଇଲା ।
3ସେ ଜସେପ୍ ଜାକୁବ ଡକ୍ରା ଲକର୍ ପିଲା ଅଇବାକେ ଜାକୁବ ସବୁ ପିଲାମନର୍ ଲଗେ ଅନି ବେସି ଲାଡ୍ କଲା, ଆରି ତାକେ କାବ୍ରା ଚିତ୍ରା ରଙ୍ଗର୍ ଗଟେକ୍ ବସ୍ତର୍ ତିଆର୍ କରି ଦେଇ ରଇଲାଇ । 4ମାତର୍ ବାବା ସବୁପିଲାର୍ ଲଗେ ଅନି ଜସେପ୍କେ ଅଦିକ୍ ଲାଡ୍ କର୍ବାଟା ଦେକି ତାର୍ ବାଇମନ୍ ତାକେ ନିଚ୍ ବାବ୍ଲାଇ ଆରି ତାର୍ ସଙ୍ଗେ ଲାଡର୍ କାତା କଇ ନାପାର୍ଲାଇ ।
5ତାର୍ପଚେ ଜସେପ୍ ରାତିଆ ଗଟେକ୍ ସପନ୍ ଦେକିକରି ତାର୍ ବାଇମନ୍କେ କଇଲା, ସେଡ୍କିବେଲେ ଆରି ଅଦିକ୍ ରିସା ଅଇଗାଲାଇ ।
6କାଇକେବଇଲେ ଜସେବ୍ ସେମନ୍କେ କଇଲା, ମୁଇଁ ଜନ୍ ବିସଇରେ ସପନ୍ ଦେକିଲିଆଚି,ଗୁଆରି କରି କଲିନି ସେଟା ସୁନା । 7ଦେକା ଆମେ ସବୁଲକ୍ ବେଡାଇ ଦାନ୍ବାରା ବାନ୍ଦ୍ବାକେ ଗାଲୁ ତାର୍ପଚେ ଦେକା, ମର୍ ବାରା ଉଟି ଟିଆ ଅଇଲା, ଆରି ଦେକା ତମର୍ ବାରାମନ୍ ସବୁ ମର୍ ବାରା ଚାରିବେଡ୍ତି ଅଦ୍ରି କରି ଜୁଆର୍ କଲାଇ ।
8ତାର୍ପଚେ ତାର୍ ବାଇମନ୍ ତାକେ କଇଲାଇ, ତୁଇକାଇ ସତଇ ଆମର୍ ରାଜା ଅଇସୁ ? ତୁଇ କାଇ ସତଇ ଆମର୍ ଉପ୍ରେ ସାସନ୍ କର୍ସୁ ? ତେବେ ସେମନ୍ ତାର୍ ସବୁ ସପନ୍ ଆରି କାତା ପାଇଁ ତାକେ ଆରି ଅଦିକ୍ ରିସା ଅଇଲାଇ ।
9ତାର୍ପଚେ ଜସେପ୍ ଆରି ଗଟେକ୍ ରାତିଆ ସପନ୍ ଦେକିକରି ବାଇମନ୍କେ କଇଲା, ଦେକା, ମୁଇଁ ଆରି ଗଟେକ୍ ସପନ୍ ଦେକିଆଚି, ଦେକା, ବେଲ୍ ଆରି ଜନ୍ ଆରି ଏଗାର୍ଟା ତାରାମନ୍ ମକେ ଜୁଆର୍ କଲାଇ ।
10ମାତର୍ ସେ ତାର୍ ବାବା ଆରି ବାଇମନର୍ ବିସଇରେ ସେଟା କଇଲା, ତାର୍ ବାବା ତାକେ ଦାକା ଦେଇ କଇଲା, ତୁଇ ଏଟା କନ୍ ରକାମ୍ ସପନ୍ ଦେକ୍ଲୁସ୍ ? ମୁଇଁ ଆରି ତର୍ ଆୟା ଆରି ତର୍ ବାଇମନ୍, ଆମେ କାଇ ମୁଣ୍ଡିଆ ମାରି ତକେ ଜୁଆର୍ କର୍ବାକେ ଆଇବୁ ? 11ତାର୍ପଚେ ତାର୍ ବାଇମନ୍ ତାକେ ରିସା ଅଇଲାଇ, ମାତର୍ ତାର୍ ବାବା ସେ କାତାକେ ଗର୍ବେ ସଙ୍ଗଇ ଚିନ୍ତା କଲା ।
ଜସେପ୍କେ ବିକ୍ବାଟା ଆରି ମିସର୍ ଦେସେ ଜିବାଟା
12ଉପାଇ ପାଞ୍ଚି ତାର୍ ବାଇମନ୍ ବାବାର୍ ଗାଇ ଗରୁମନ୍କେ ଚାରାଇ ବାକେ ସିକିମ୍ ତେଇ ଗାଲାପଚେ, 13ଜାକୁବ୍ ଜସେପ୍କେ କଇଲା, ତର୍ ବାଇମନ୍ କାଇ ସିକିମ୍ ଲଗେ ଗାଇ ଗରୁ ମନ୍ ଚାରାଅତ୍ ନାଇଁ କି? ଆସା, ମୁଇଁ ତକେ ସେମନର୍ ଲଗେ ପାଟାଇବି, ତାର୍ପଚେ ଜାକୁବ କଇଲା, ଦେକା ମୁଇଁ ଇତି ଜାଗର୍ତାରେ ଆଚି। 14ସେଡ୍କିବେଲେ ଜାକୁବ ତାକେ କଇଲା, ତୁଇ ଜାଇ ତର୍ ବାଇମନ୍ ଆରି ଗାଇ ଗରୁ ନିକ ଆଚତ୍କି ନାଇଁ, ସେଟା ଦେକି ମର୍ ଲଗେ କବର୍ ଆନ୍ । ଏନ୍ତାର୍ ଇବ୍ରନର୍ ଡଙ୍ଗର୍ ତଲେ ଅନି ଜସେପ୍କେ ପାଟାଇଲା, ସେ ସିକିମ୍ ଲଗେ କେଟ୍ଲା । 15ସେଡ୍କିବେଲେ ଗଟେକ୍ ମୁନୁସ୍ ଜସେପ୍କେ ପଦାଇ ଜାଇ ଏନେ ତେନେ ବୁଲ୍ବାଟା ଦେକି ପାଚାର୍ଲା, ତମେ କାଇଟା କଜ୍ଲାସ୍ନି ? 16ସେ କଇଲା, ମର୍ ବାଇ ମନ୍କେ କଜ୍ଲିନି, ସେମନ୍ କନ୍ ଲଗେ ଗାଇ ଗରୁ ଚାରାଇ ଲାଇନି, ତକେ ଜୁଆର୍ ଲାଗ ମକେ ଅଲପ୍ କଇଦେ । 17ସେ ଲକ୍ କଇଲା, ସେମନ୍ ଇତି ଅନି ଗାଲାଇନି, କାଇକେବଇଲେ ମୁଇଁ ସୁନି ରଇଲି, ଦତନ୍ ବଲି କରି ଗଟେକ୍ ଜାଗାଇ ଜିବାକେ କଇତେ ରଇଲାଇ । ତେବେ ଜସେପ୍ ନିଜର୍ ବାଇମନର୍ ପଚେପଚେ ଜାଇ ଦତନ୍ ଲଗେ ସେମନ୍କେ ଦେକ୍ଲା ।
18ସେମନ୍ ତାକେ ଦୁର୍କେ ଅନି ଦେକ୍ଲାଇ, ଆରି ସେ ସେମନର୍ ଲଗେ ନ କେଟ୍ତେ ସେ ସେମନ୍ ତାକେ ମର୍ତେ ମାର୍ବାକେ ବିଚାର୍ନା କଲାଇ । 19ଆରି, ସେମନ୍ ଆରି କଇଲାଇ ଏଦେ ଦେକା ସପନ୍ ଦେକୁ ମଆସୟ ଆଇଲାନି । 20ଆସା, ଆମେ ତାକେ ମର୍ତେ ମାରି କନ୍ଆଲେ କାଲେ ପିଙ୍ଗିଦେଉଁ, କାଇକେବଇଲେ କନ୍ ଆଲେ ଜିବ୍ଜନ୍ତୁ ତାକେ କାଇପାକାଇଲା ବଲି କରି କଉଁ, , ତାର୍ ସପନ୍ ସବୁ କାଇଟା ଅଇସି ।
21ଏ କାତା ସୁନି ରୁବେନ୍ ସେମନର୍ ଆତେ ଅନି ତାକେ ରକିଆ କରି କଇଲା, ନାଇ, ଆମେ ତାକେ ମର୍ତେ ନ ମାରୁ । 22ଆରି ରୁବେନ୍ ସେମନର୍ ଆତେ ଅନି ତାକେ ରକିଆ କରି ବାବାର୍ ଲଗେ ପାଟାଇବାକେ ସେ ସେମନ୍କେ କଇଲା, ତମେ ମର୍ତେ ମାରା ନାଇ, ସେ କାଲ୍ ବିତ୍ରେ ତାକେ ପିଙ୍ଗି ଦିଆସ୍, ମାତର୍ ତାର୍ ଉପ୍ରେ ଆତ୍ ଉଟାଆ ନାଇ । 23ତାର୍ପଚେ ଜସେପ୍ ବାଇମନର୍ ଲଗେ ଆଇଲା, ସେମନ୍ ତାର୍ ପିନ୍ଦ୍ଲା କାବ୍ରା ଚିତ୍ରା ଲୁଗା , ତାର୍ ଗାଗ୍ଡେଅନି କୁସ୍ଲାଇ ନେଲାଇ, 24ତାକେ ଦାରି କାଲ୍ ବିତ୍ରେ ପାକାଇ ଦେଲାଇ, ସେ କୁଇଁକାଲ୍ ବିତ୍ରେ ପିଙ୍ଗି ଦେଲାଇ ତେଇ ପାନି ନ ରଇଲା । 25ତାର୍ପଚେ ସେମନ୍ କାଇବାକେ ବସ୍ଲାଇ, ସେମନ୍ ଆସି ଏରି ଦେକ୍ଲାଇ, ଗିଲିଅଦ୍ ଅନି ଗଟେକ୍ ଦଲ୍ ଇସ୍ମାଏଲିଅ ବେବାରି ମନ୍ ଉଁଟ୍ ଉପ୍ରେ ପୁରା ବାସ୍ନା ରଇଲା ଦୁପ୍ନି ଆରି ବାସ୍ନା ଚିକନ୍ ଦାରି ମିସର୍ ଦେସେ ଜାଇତେ ରଇଲା । 26ସେଡ୍କିବେଲେ ଜିଉଦା ବାଇ ମନ୍କେ କଇଲା, ଆମର୍ ବାଇକେ ମର୍ତେ ମାରି ତାର୍ ରକତ୍ ଲୁଚାଇ ସଙ୍ଗଇଲେ, ଆମ୍କେ କାଇ ଲାବ୍ ମିଲ୍ସି? 27ଆସା ଆମେ ତାକେ ଏ ଇସ୍ମାଏଲିଅ ଲକ୍ମନ୍କେ ବିକି ଦେଉଁ, ଆମର୍ ଆତ୍ ତାର୍ କୁଲ୍କେ ନ ଉଟ, କାଇକେବଇଲେ ସେ ଆମର୍ ବାଇ ଆରି ମାଉଁସ୍ ପାରା ତାର୍ପଚେ ତାର୍ ବାଇମନ୍ ସର୍ତେ ଲକ୍ ରାଜି ଅଇଲାଇ । 28ସେଡ୍କିବେଲେ ସେ ମିଦିଅନିଅ ବେବାରି ମନ୍ ଆଇଲାଇ, ସେଡ୍କି ବେଲେ ତାର୍ ବାଇମନ୍ ଜସେପ୍କେ ସେ କୁଇଁକାଲ୍ ବିତ୍ରେ ଅନି ଉପ୍ରେ ଜିକି ଆନ୍ଲାଇ, ଆରି ଇସ୍ମାଏଲିଅ ମନର୍ ପଲଗେ ଅନି କଡେଟା ରୁପା ଡାବୁକେ ମାଙ୍ଗିକରି ଜସେପ୍କେ ବିକି ଦେଲାଇ, ତାର୍ପଚେ ସେମନ୍ ଜସେପ୍କେ ମିସର୍ ଦେସେ ଦାରି ଗାଲାଇ ।
29ତାର୍ପଚେ ରୁବେନ୍ କୁଇଁକାଲ୍ ବିତ୍ରେ ଜାଇ ଦେକ୍ଲା ଜସେପ୍ କୁଇଁକାଲ୍ ବିତ୍ରେ ନାଇ, ତେଇ ଦେକି କରି ନିଜର୍ ଲୁଗାପାଟା ଚିରିଦେଲା । 30ଆରି ବାଇ ମନର୍ ଲଗେ ବାଉଡି ଆସି କଇଲା, ପିଲା ତେଇ ନାଇ ଆରି ମୁଇ କେନେ ଜିବି ?
31ତାର୍ପଚେ ସେମନ୍ ଜସେପର୍ ପିନ୍ଦ୍ଲା ଲୁଗା ନେଇ ଗଟେକ୍ ଚେଲି ମାରି ତାର୍ ରକତ୍ଟାନେ ସେ ଲୁଗାକେ ବୁଡାଇଦେଲାଇ । 32ଆରି, ସେମନ୍ ତାକର୍ ବାବାର୍ ଲଗେ ସେ କାବ୍ରା ଚିତ୍ରା ଲୁଗା ପାଟାଇ ଦେଇ କଇଲାଇ, ଆମେ ଏତ୍କି ମାତର୍ ମିଲାଇଲୁ, ଏଟା ତମର୍ ପିଲାର୍ ଲୁଗାପାଟା କି ନାଇଁ, ଚିନ୍ ।
33ତାର୍ପଚେ ସେ ସେଟା ଚିନି କଇଲା, ଏ ଲୁଗାପାଟା ତା ମର୍ ପିଲାର୍ଟା, କାଇକି ଜିବ୍ଜନ୍ତୁ କାଇ ପାକାଇଲା ଆଚେ, ଜସେପ୍ ପୁରାପୁରି ମୁକା ମୁକା ଅଇ ଚିନ୍ଚତର୍ ଅଇ ଗାଲାଆଚେ । 34ତାର୍ପଚେ ଜାକୁବ ଚିର୍ଲା ବାସ୍ତା ପିନ୍ଦି ପିଲାର୍ ପାଇ ବେସିଦିନ୍ ଦୁକ୍କଲା । 35ତାର୍ପଚେ ତାର୍ ସବୁ ପିଲା ଆରି ସବୁ ଟକିମନ୍ ଉଟି ବୁଜାଇଲାଇ, ମାତର୍ ସେ ମାନେ ନାଇ, ମାତର୍ ସେ କଇଲା, ମୁଇଁ ଦୁକ୍ କରିକରି ମର୍ ପିଲା ମଲା ପାରା ମରି ଜିବି । ଏ ରକାମ୍ ତାର୍ ବାବା ତାର୍ ପିଲାର୍ ପାଇଁ କାନ୍ଦି କାନ୍ଦି ରଇଲା । 36ତାର୍ପଚେ ସେ ମିଦିଅନିଅ ମନ୍ ମିସର୍ ଦେସେ ପଟିପର୍ ନାଅଁର୍ ପାରର୍ ସେନାପତିର୍ ଲଗେ ଜସେପ୍କେ ବିକି ଦେଲାଇ ।
Currently Selected:
ଆଦି 37: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025