ଆଦି 32
32
ଜାକୁବ ଏସକେ ବେଟ୍ ଅଇବାକେ ତିଆର୍
1ତାର୍ପଚେ ଜାକୁବ୍ ବାଟ୍, ଇଣ୍ଡ୍ଲା ବେଲେ, ପର୍ମେସରର୍ ଦୁତ୍ ମନ୍ ତାର୍ସଙ୍ଗେ ବେଟ୍ ଅଇଲାଇ । 2ସେଡ୍କିବେଲେ ଜାକୁବ୍ ସେମନ୍କେ ଦେକି କଇଲା, ଏମନ୍ ପର୍ମେସରର୍ ଦଲ୍, ସେଟାର୍ ପାଇଁ ସେଜାଗାର୍ ନାଉଁ ମଅନିୟମ୍ ଦୁଇ ଦଲ୍#32:2 ଦୁଇ ଦଲ୍ ସଙ୍ଗଇଲା । 3ତାର୍ପଚେ ଜାକୁବ୍ ନିଜର୍ ଆଗେ ସେଇର୍ ଦେସର୍ ଇଦମ୍ ଏରିଆ ଲଗେ ବାଇ ଏସର୍ ଲଗେ ଦୁତ୍ମନ୍କେ ପାଟାଇଲା । 4ଆରି ସେ ସେମନ୍କେ ଏ ଆଦେସ୍ ଦେଲା, ତମେମନ୍ ଆମର୍ ମାପ୍ରୁ ଏସକେ କଇସା, ତମର୍ ଦାସ୍ ଜାକୁବ୍ ତମ୍କେ ଜାନାଇଲା, ମୁଇଁ ଲାବନର୍ ପାକେ ବାସ୍ କର୍ତେ ରଇଲି, ଆଜି ପତେକ୍ ମର୍ ଲେଟ୍ ଅଇଲା । 5ମର୍ ବଲଦ୍, ଗଦ, ଚେଲି ମେଣ୍ଡା ଆରି ଦାସ୍ ଦାସି ଆଚତ୍, ଆରି ମୁଇଁ ମର୍ ମାପ୍ରୁର୍ ଆଁକି ଲଗେ ଆସିର୍ବାଦ୍ ପାଇବାକେ ତମର୍ ପାକେ କବର୍ ପାଟାଇଲି ।
6ତାର୍ପଚେ ଦୁତ୍ମନ୍ ବାଉଡି ଆସି ଜାକୁବ୍କେ କଇଲାଇ, ଆମେମନ୍ ତମର୍ ବାଇ ଏସର୍ ପାକେ ଜାଇରଇଲୁ, ସେ ଚାର୍ସ ଲକର୍ ସଙ୍ଗେ ମିସି ତମର୍ ସଙ୍ଗ୍ ବେଟ୍ ଅଇବାକେ ଆଇଲାଇନି । 7ତାର୍ପଚେ ଜାକୁବ୍ ପୁରା ଡରି ଗାଲା ଆରି ଚିନ୍ତା କଲା, ଆରି ତାର୍ ସଙ୍ଗେ ଗାଲା ଲକ୍ ମନ୍କେ ଆରି ଜେତ୍କି ରଇଲା ଗାଇ ଗରୁ ଆରି ଉଁଟ୍ ମନ୍କେ ଦୁଇ ଦଲ୍ କରି କଇଲା, 8ଏସ ଆସି କରି ଜଦି ଗଟେକ୍ ଦଲ୍କେ ମାର୍ସି, ମିସା ଅଇଲେ ଅଲ୍ଗା ଦଲର୍ ଲକ୍ ବଞ୍ଚିକରି ପାଲାଇବାଇ, 9ସେଡ୍କିବେଲେ ଜାକୁବ୍ କଇଲା, ଏ ମର୍ ବାବା ଅବ୍ରାମର୍ ପର୍ମେସର୍, ଏ ମର୍ ବାବା ଇସାକର୍ ପର୍ମେସର୍, ଏ ସବୁବେଲର୍ ମାପ୍ରୁ ତମେ ନିଜେ ମକେ କଇ ରଇଲାସ୍, ତମେ ନିଜର୍ ଦେସେ ଆରି ତମର୍ କୁଟୁମର୍ ଲଗେ ବାଉଡି ଜା, ତାର୍ପଚେ ଆମେ ତମର୍ ମଙ୍ଗଲ୍ କର୍ବୁ । 10ତମେ ଏ ଦାସର୍ ପାଇଁ ସବୁ ଦୟା ଆରି ସବୁ ମାନ୍ମର୍ଜିତା ଜାନାଇ ଲାସ୍ନି , ମୁଇଁ ସେ ଲଗର୍ କାଇଟା ମିସା ପାଇବାର୍ ଜଗିଅ ନାଇଁ କାଇକେ ବଇଲେ ମୁଇଁ ନିଜର୍ ଦାର୍ଲା ଡାଙ୍ଗ୍ ସେ ଦାରି ଏ ଜର୍ଦନ୍କେ ଡେଇକରି ଜାଇ ରଇଲି, ମାତର୍ ଏବେ ମୁଇଁ ଦୁଇ ଦଲ୍ ଅଇଆଚି । 11ବାବୁଜିଆ କଲିନି, ମର୍ ବାଇର୍ ଆତେ ଅନି, ଏସର୍ ଆତେ ଅନି ରକିଆ କରା, କାଇକେ ବଇଲେ ମୁଇଁ ତାକେ ଡର୍ଲିନି, କେ ଜାନେ କେଡେ ବେଲେ ସେ ଆସି କରି ମକେ ଆରି ମାକେ ଆରି ପିଲାଟକି ମନ୍କେ ମର୍ତେ ମାରି ଦେଇସି । 12ତମେ ତ କଇଆଚାସ୍, ଆମେ ଜେନ୍ତି ଅଇଲେ ମିସା ତମର୍ ମଙ୍ଗଲ୍ କର୍ବୁ, ଆରି ସମ୍ଦୁରେ ବାଲି ବେସି ରଇସି ସେଟାର୍ ପାଇଁ ଇସାବ୍ କରି ନ ଅଏ, ତାର୍ପାରା ତମର୍ କୁଲ୍କେ ମିସା ବଡାଇବି ।
13ଆରି ଜାକୁବ୍ ସେ ରାତି ସେ ଜାଗା ଲଗେ ସଇଲା, ଆରି ତାର୍ଲଗେ ଜାଇଟା ରଇଲା, ସିତି ଅନି ନିଜର୍ ବାଇ ଏସର୍ ପାଇଁ ଦାନ୍ ଦେବାକେ ତିଆର୍ କଲା। 14ଆରି, ଦୁଇସଟା ମାଇଚେଲି ଆରି କଡେଟା ଗାଡ୍ରା ଚେଲି, ଦୁଇସଟା ମାଇ ମେଣ୍ଡା ଆରି କଡେଟା ଗାଡ୍ରା ମେଣ୍ଡା, 15ଆରି ତିରିସ୍ଟା ପାକାଇଲା ଉଁଟ୍ ଚାଲିସ୍ଟା ଗାଇ ଆରି ଦସ୍ଟା ବଲଦ୍, ଆରି କଡେଟା ମାଇ ଗଦ ଆରି ଦସ୍ଟା ଗଦପିଲା ମନ୍ ଦେବାକେ ଇଚା କଲା । 16ତାର୍ପଚେ ସବୁ ଗାଇ ଗରୁ ଚେଲି ମେଣ୍ଡା ଅଲ୍ଗା ଅଲ୍ଗା କରି ନିଜର୍ ଦାସ୍ ମନର୍ ଆତେ ଗଟେକ୍ ରାସି ସର୍ପି ଦେଇକରି ସେମନ୍କେ ଆଦେସ୍ ଦେଲା, ତମେ ମର୍ ଆଗେ ଆଗେ ଜା, ଆରି ମଜାଇମଜାଇ ଜାଗା ଚାଡିକରି ସେ ସବୁ ରାସିକେ ଅଲ୍ଗା ଅଲ୍ଗା କରା । 17ଆରି ସେ ସବୁ ଇଣ୍ଡ୍ବା ଦାସ୍ ମନ୍କେ ଏ ଆଦେସ୍ ଦେଲା, ମର୍ ବାଇ ଏସଉ ସଙ୍ଗେ ଜଦି ବେଟ୍ ଅଇଲେ, ସେ ଜଦି ପାଚାର୍ଲେ ପାଚାରି ପାରେ , ତମେ କାର୍ ଦାସ୍ ? କେନେ ଗାଲାସ୍ନି ? ଆରି ତମର୍ ଏ ସବୁଜାକ କାର୍ଟା ? 18ତେବେ ତୁଇ ଉତର୍ ଦେଇସୁ, ଏ ସବୁ ତର୍ ଦାସ୍ ଜାକୁବର୍, ଏ ସବୁ ଦିନ୍ସୁ ଆମର୍ ମାଲିକ୍ ଏସଉ ପାଇଁ ପାଟାଇ ଆଚେ; ଦେକା ସେ ମିସା ପଚେ ପଚେ ଆଇଲାନି । 19ଏ ପର୍କାର୍ ସେ ଦୁଇଟା ଆରି ତିନିଟା ରାସିର୍ ପଚର୍ ସବୁ ଦାସ୍ ମନ୍କେ ଆଦେସ୍ ଦେଇ କଇଲା, ଏସଉ ସଙ୍ଗ୍ ବେଟ୍ ଅଇଲେ, ତମେମନ୍ ଏନ୍ତି ବଲିକରି କଇସା । 20ଆରି କଇସା, ଦେକା, ତମର୍ ଦାସ୍ ଜାକୁବ୍ ଆମର୍ ପଚେ ଆଇଲାନି, କାଇକେ ବଇଲେ ଏତାଇଲା, ଆଗେ ଏସବୁ ଜିନିସ୍ ପତର୍ ପାଟାଇ ତାକେ ସାନ୍ତି କରି ପଚେ ତାର୍ ସଙ୍ଗେ ବେଟ୍ ଅଇବି, ତାର୍ପଚେ ସେ ଆମର୍ ପାଇଁ ନିଜର୍ କଲେ କର୍ସି କାଇକି । 21ଏ ରକାମ୍ ତାର୍ ଆଗେ ଚାନ୍ଦା ପାଟାଇଲା । ମାତର୍ ସେ ନିଜେ ସେ ରାତି ନିଜର୍ ଦଲ୍ ସଙ୍ଗେ ରଇଲା ।
ପର୍ମେସରର୍ ସଙ୍ଗେ ଜାକୁବର ମଲ୍ ଜୁଇଦ୍
22ତାର୍ପଚେ ସେ ରାତି ଉଟି ନିଜର୍ ଦୁଇଟା ମାଇଜିକେ ଆରି ଦୁଇଟା ଦାସି ଆରି ଏଗାରଟା ପିଲା ମନ୍କେ ଜବକ୍ ଗାଡ୍ ଲଗେ ଲଙ୍ଗାଇବାକେ ସଙ୍ଗେ ଗାଲା । 23ଆରି ସେମନ୍କେ ଗାଡ୍ ଲଙ୍ଗାଇ କରି ନିଜର୍ ସବୁ ସାମାନ୍ ସେପାଟେ ପାଟାଇ ଦେଲୁ । 24ସେଡ୍କିବେଲେ ଜାକୁବ୍ ସିତି ଗଟେ ଲକ୍ ରଇଲା, ତାର୍ପଚେ ଗଟେକ୍ ମୁନୁସ୍ ପିଲା ସାକାଲ୍ ପାଇବା ଜାକ ତାର୍ ମଲ୍ ଜୁଇଦ୍ କଲା । 25ମାତର୍ ତାର୍ ସଙ୍ଗେ ଜିତି ନାପାର୍ଲାଟା ଦେକି ସେ ଜାକୁବର୍ ଜଙ୍ଗ୍କେ ଚିରି ପାକାଇଲା, ତାର୍ ସଙ୍ଗ୍ ଏ ରକାମ୍ ମଲ୍ଜୁଇଦ୍ କଲାକେ ଜାକୁବର୍ ଜଙ୍ଗ୍ର୍ ସନ୍ଦିଆଡ୍ ପିଟ୍କି ଗାଲା। 26ତାର୍ପଚେ ସେ ମୁନୁସ୍ ପିଲା କଇଲା, ମକେ ଚାଡ୍, କାଇକେ ବଇଲେ ସାକାଲ୍ ପାଇଲା । ତାର୍ପଚେ ଜାକୁବ୍ କଇଲା, ତୁଇ ମକେ ଆସିର୍ବାଦ୍ ନ କଲେ, ମୁଇଁ ତକେ ନ ଚାଡି । 27ଆରି ତରେକ୍ ସେ ମୁନୁସ୍ ପିଲା କଇଲା, ତର୍ନାଉଁ କାଇ ନାଉଁ ? ସେ କଇଲା ଜାକୁବ୍ । 28ସେ କଇଲା, ତୁଇ ଜାକୁବ୍ ନାଉଁ ଆରି ଡାକ୍ପୁଟା ନ ଅଏ, ମାତର୍ ଇସ୍ରାଏଲ୍ ନାଉଁରେ ଡାକ୍ପୁଟା ଅଇସି; କାଇକେ ବଇଲେ , ତମର୍ ପରମେସର୍ ଆରି ମୁନୁସ୍ ସଙ୍ଗ୍ ଜୁଇଦ୍ କରି ଜିତ୍ଲାସ୍ ଆଚେ।
29ସେଡ୍କିବେଲେ ଜାକୁବ୍ ପାଚାରି କଇଲା, ମୁଇଁ ବାବୁଜିଆ କଲିନି, ତମର୍ ନାଉଁ କେ ସେ କଇଲା, ତୁଇ କାଇକେ ମର୍ ନାଉଁ ପାଚାର୍ଲୁସ୍ନି ? ତାର୍ପଚେ ସେ ସିତି ଜାକୁବ୍ କେ ଆସିର୍ବାଦ୍ କଲା ।
30ସେଡ୍କିବେଲେ ସେ ଜାଗାର୍ ନାଉଁ ପେନିଏଲ୍#32:30 ପର୍ବୁର୍ ମୁଁ ବଲି ସଙ୍ଗ୍ଇଲା, ସେଟାର୍ ପାଇଁ ସେ କଇଲା, ମୁଇଁ ପର୍ମେସର୍ କେ ମୁଆଁ ମୁଇଁ ଦେକ୍ଲେ ମିସା ମର୍ ଜିବନ୍ ବଁଚିଆଚେ । 31ତାର୍ପଚେ ଜାକୁବ ପନୁଏଲ୍ ଡେଇକରି ଗାଲା ବେଲେ , ବେଲ୍ ଉଦ୍ଲା , ମାତର୍ ତାର୍ ଜଙ୍ଗର୍ ଆଡ୍ ପିଟ୍କି ରଇଲାକେ ଚଟା ଚାଟା ଅଇ ଇଣ୍ଡ୍ଲା । 32ସେଟାର୍ ପାଇଁ ଇସ୍ରାଏଲର୍ ପିଲାମନ୍ କନ୍ମିସା ଉର୍ଦେସର୍ ଉପ୍ରର୍ ଜଙ୍ଗର୍ ମାଉଁସ୍ ନ କାଅତ୍, କାଇକେ ବଇଲେ ଉର୍ଦେସର୍ ଜାକୁବର୍ ଜଙ୍ଗ୍କେ ପର୍ମେସର୍ ଚିରି ରଇଲା ।
Currently Selected:
ଆଦି 32: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025