ଆଦି 28
28
ଜାକୁବ୍କେ ଲାବନର୍ ଲଗେ ପାଟାଇବାଟା
1ତାର୍ପଚେ ଇସାକ୍ ଜାକୁବକେ ଡାକି, ଆସିର୍ବାଦ୍ କଲା, ଆରି ଏ ଆଦେସ୍ ଦେଇ ତାକେ କଇଲା, ତୁଇ କିଣାନ୍ ଦେସର୍ କନ୍ ଦାଙ୍ଗ୍ଡିକେ ମିସା ବିବା ଅ ନାଇଁ । 2ଉଟ୍, ପଦନ୍ ଅରାମ୍#28:2 ମେସପଟାମିଆ ତେଇ ତର୍ ଆୟାର୍ ବାବା ବତୁଏଲର୍ ଗରେ ଜାଇ ତେଇ ତର୍ ନିଜର୍ ମାମୁ ଲାବନର୍ କନ୍ ମିସା ଦାଙ୍ଗ୍ଡିକେ ବିବା ଅ । 3ସବୁର୍ ତେଇ ଅନି ବପୁ ରଇଲା ପର୍ମେସର୍ ଆସିର୍ବାଦ୍ କରି ତମ୍କେ ବିନ୍ ବିନ୍ ରକାମର୍ ଲକ୍ ଅଅତ୍ ଆରି ତମର୍ କୁଟୁମ୍ ଗାଦି ଲକ୍ ଉଆ। 4ଆରି ଅବ୍ରାଆମର୍ ଲଗେ ଅନି ଆଇଲା ଆସିର୍ବାଦ୍ ତର୍ ଲଗେ ଆରି ତର୍ କୁଟୁମ୍କେ ସପଲ୍ କରତ୍; ତାର୍ପଚେ ପର୍ମେସର୍ ତର୍ ବାସା କର୍ବା ଜାଗା ଜନ୍ ଦେସ୍ ଅବ୍ରାଆମ୍କେ ଦେଇଆଚେ, ସେ ଦେସ୍ ଲଗେ ତମର୍ ଅଦିକାର୍ ଅ । 5ତାର୍ପଚେ ଇସାକ୍ ଜାକୁବକେ ପାଟାଇଲା, ସେ ପଦନ୍ ଅରାମ୍ ଲଗେ ଅରାମିଅ ବତୁଏଲର୍ ପିଲା ଲାବନର୍ ଆରି ଜାକୁବ ଆରି ଏସଉର୍ ଆୟା ରିବିକାର୍ ବାଇର୍ ଲଗେ ଗାଲା ।
ଏସଉ ଆର୍ତରେକ୍ ବିବା ଅଇବାଟା
6ତାର୍ପଚେ ଇସାକ୍ ଜାକୁବକେ ଆସିର୍ବାଦ୍ କରି ବିବାକର୍ବାକେ ପଦନ୍ ଅରାମ୍ ଲଗେ ପାଟାଇଲା ଆରି,ଆସିର୍ବାଦ୍ କର୍ବା ବେଲେ ତାକେ ଆଦେସ୍ ଦେଇ କଇଲା ତୁଇ କିଣାନ୍ ଦେସର୍ କନ୍ ଦାଙ୍ଗ୍ଡିକେ ବିବା କର୍ ନାଇଁ । 7ଆରି ଜାକୁବ୍ ତାର୍ ଆୟା ବାପା ମନର୍ ଆଦେସ୍ ମାନି ପଦନ୍ ଅରମ୍ ଲଗେ ଗାଲା । 8ଏଟା ଦେକି ଏସଉ ତାର୍ ବାପା ଇସାକ୍କେ କିଣାନ୍ ଦେସର୍ ଦାଙ୍ଗ୍ଡି ମନ୍କେ ମନ୍ ନ କର୍ବାଟା ଜାନି । 9ଏସଅ ନିଜର୍ ମାଇଜିମନ୍ ରଇଲେ ମିସା ଇସ୍ମାଇଲ୍ର ଲଗେ ଜାଇ ଅବ୍ରାଆମର୍ ନାତିଟକି ଇସ୍ମାଏଲର୍ ବାଇର୍ ଟକି ନବାଇଅତର୍ ବଇନି ମଅଲତ୍ ନାଉଁର୍ ଟକିକେ ବିବା ଅଇଲା ।
ବେତେଲ୍ ତେଇ ଜାକୁବର୍ ସପନ୍ ଦେକ୍ବାଟା
10ତାର୍ପଚେ ଜାକୁବ୍ ବେର୍ସେବା ଲଗେଅନି ବାରଇ ଆରଣ ବାଟେ ଗାଲା । 11ଆରି ବେଲ୍ବୁଡି ଗାଲାକେ ସେ ଗଟେକ୍ ଜାଗାଇ ରାତି କାଟାଇଲା, ଆରି,ସେ ସେ ଜାଗାର୍ ଗଟେକ୍ ପାକ୍ନା ନେଇଁ ମୁଣ୍ଡ୍ତଲେ ମୁଣ୍ଡିସା କରି ସେ ସେଜାଗାଇ ସଇଲା । 12ତାର୍ପଚେ ସେ ସପ୍ନେ ପୁର୍ତିବିତେଇ ଅନି ତିଆର୍ ଅଇଲା ଗଟେକ୍ ମାଚାଡାଙ୍ଗ୍ ଦେକ୍ଲା, ସେଟା ପୁର୍ତିବି ତେଇ ଅନି ସର୍ଗେ କେଟି ରଇଲା; ଆରି ଦେକ୍, ମାଚାଡାଙ୍ଗ୍ ତେଇ କେ ପର୍ମେସରର୍ ଦୁତ୍ମନ୍ ଜିବାର୍ ଆଇବାର୍ ଅଇଲାଇନି। 13ଆରି, ସବୁବେଲର୍ ମାପ୍ରୁ ତାର୍ ଉପ୍ରେ ଟିଆ ଅଇ କଇଲା, ମୁଇ ସବୁବେଲର୍ ମାପ୍ରୁ ତମର୍ ଆନିଦାଦି ଅବ୍ରାଆମର୍ ପର୍ମେସର୍ ଆରି ଇସାକର୍ ପର୍ମେସର୍ ଅଇବି, ତୁଇ ଏ ଜନ୍ ଦେସେ ସଇଆଚୁସ୍, ସେଟା ଆଗ୍ତୁ ତକେ ଆରି ତର୍ କୁଲ୍କେ ଦେବି । 14ତର୍ କୁଲ୍ ପୁର୍ତିବିର୍ ଦୁଲି ପାରା ଏଜି ନାପାରତ୍, ଆରି ତୁଇ ପୁରୁବ୍ ପଚିମ୍, ଉତର୍, ଆରି ଦକିନ୍ ଦିଗେ ଚାରିବେଡ୍ତି ତର୍ କୁଟୁମ୍ ଅଇବାଇ, ଆରି ତର୍ ତେଇଅନି ଆରି ତର୍ କୁଲେ ଅନି ପୁର୍ତିବିର୍ ସବୁକୁଲ୍ ଆସିର୍ବାଦ୍ ପାଇବାଇ । 15ଆରି ଦେକା,ମୁଇ ତର୍ ସାଇଜ କର୍ବି, ଆରି ତୁଇ ଜନ୍ ଜାଗାଇ ଜାଇସୁ, ସେ ଜାଗାଇ ମୁଇ ତକେ ରକିଆ କର୍ବି ଆରି ଆରିତରେକ୍ ତକେ ଏ ଦେସେ ଆନ୍ବି, କାଇକେବଇଲେ ମୁଇ ଜାଇଟା ତକେ କରିଆଚି, ସେଟା ସପଲ୍ ନ ଅଇବାଜାକ ମୁଇ ତକେ ନଚାଡି ।
16ତାର୍ପଚେ ନିଦ୍ ବାଙ୍ଗ୍ଲାକେ, ଜାକୁବ୍ ଜାଗ୍ରତା ଅଇ କଇଲା, ସତ୍ ସେ ଜାଗାଇ ସବୁବେଲର୍ ମାପ୍ରୁ ଆଚେ, ମାତର୍ ସେଟା ମୁଇଁ ନାଜାନ୍ଲି । 17ସେ ଡରିକରି ଆରିତରେକ୍ କଇଲା, ଏଟା କେନ୍ତାର୍ ବଏଁକାର ଜାଗା, ଏଟା ତ ପର୍ମେସରର୍ ଗର୍, ଏଟା ତା ସରଗର୍ ଦୁଆର୍ ।
18ତାର୍ପଚେ ଜାକୁବ୍ ସାକାଲିଆ ଉଟି ଜନ୍ ପାକାନ୍ ମୁଣ୍ଡ୍ ତଲେ ମୁଣ୍ଡିସା କରି ରଇଲା, ସେ ପାକ୍ନା ନେଇ ଗାଡ୍ଲା,ଆରି ତାର୍ ଉପ୍ରେ ଚିକନ୍ ଡାଲ୍ଲା । 19ଆରି ସେଜାଗାର୍ ନାଉଁ ବେତେଲ୍ ପରମେସରର୍ ଗର୍ ବଲିକରି ନାଅ ଦେଲା; ମାତର୍ ପୁର୍ବେ ସେଦେସର୍ ନାଉଁ ଲୁସ୍ ବଲି ରଇଲା । 20ଆରି ଜାକୁବ୍ ପର୍ମାନ୍ କରି କଇଲା, ଜନ୍ଦିନେ ପର୍ମେସର୍ ମର୍ ସାଇଜ ଅଇସି ଆରି ମର୍ ଏ ଜିବା ବାଟେ ମକେ ରକିଆ କର୍ସି, ଆରି କାଇବାକେ କାଦି ଆରି ପିନ୍ଦ୍ବାକେ ବସ୍ତର୍ ଦେଇସି, 21ଆରି ଜନ୍ ଦିନେ ମୁଇଁ ନିମାନ୍ ଅଇ ବାବାର୍ ଗରେ ଆରିତରେକ୍ ଆଇବି, ସେଡ୍କିବେଲେ ସବୁବେଲର୍ ମାପ୍ରୁ ମର୍ ପର୍ମେସର୍ ଅଇସି, 22ଆରି ମୁଇଁ ଏ ଜନ୍ ପାକ୍ନା ଗାଡିଆଚି, ସେଟା ପର୍ମେସରର୍ ଗର୍ ଅଇସି, ଆରି ତୁଇ ମକେ କାଇଟା ଦେଇସୁ, ତେଇର୍ ଦସ୍ ବାଗେ ଅନି ଗଟେବାଗ୍ ମୁଇଁ ତକେ ଜେନ୍ତି ମିସା ଦେବି ।
Currently Selected:
ଆଦି 28: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025