ଆଦି 27
27
ଜାକୁବ୍କେ ଇସାକର୍ ଆସିର୍ବାଦ୍
1ତାର୍ପଚେ ଇସାକ୍ ଡକ୍ରା ଅଇଲା, ଆଁକି ଜାଉଲିଆ ଅଇଲାକେ ଆରି ସେ ଦେକି ନାପାର୍ତେ ରଇଲା, ସେଡ୍କିବେଲେ ସେ ନିଜର୍ ବଡ୍ପିଲା ଏସଉକେ ଡାକି କଇଲା, ନୁନାରେ, ସେଡ୍କିବେଲେ ସେ ଉତର୍ ଦେଲା, ବାବା ଦେକ୍ ମୁଇଁ ଇତିଆଚି ।
2ତାର୍ପଚେ ସେ ତାକେ କଇଲା, ଦେକ୍, ମୁଇଁ ଡକ୍ରା ଅଇଲିବେ, କେବେ ମୁଇଁ ମରିଜିବି, ସେଟା ମୁଇଁ ନାଜାନି । 3ଏବେ ଗୁଆରି କଲିନି, ତୁଇ ଏବେ ଦୁନୁ କାଣ୍ଡ୍ଦାରି ଆରି ତର୍ କାଦିଦାରି ଡଙ୍ଗ୍ରେ ଜାଇ ମର୍ ପାଇଁ ଗଟେକ୍ କଟ୍ରା ମାରିଆନ୍ । 4ଆରି ମକେ ଜେମ୍ନ୍ତାର୍ ନିମାନ୍ ଲାଗ୍ସି, ସେନ୍ତାର୍ ସୁଆଦ୍ କାଦି ରାନ୍ଦିକରି କାଇବାକେ ମର୍ ଲଗେଆନ୍, ମୁଇଁ ନ ମର୍ବା ଆଗ୍ତୁ ତକେ ଆସିର୍ବାଦ୍ କର୍ବି ।
5ଇସାକ୍ ନିଜର୍ ପିଲା ଏସଉକେ ଏ କାତା କଇବାବେଲେ ରିବିକା ସୁନ୍ତେ ରଇଲା । ସେଟାର୍ ପାଇଁ ଏସଉ କଟ୍ରା ମାରି ଆନ୍ବାକେ ଡଙ୍ଗ୍ରେ ଗାଲା ପଚେ, 6ରିବିକା ନିଜର୍ ପିଲା ଜାକୁବକେ କଇଲା, ସୁନ୍, ତର୍ ବାଇ ଏସଉ ସଙ୍ଗେ ତର୍ ବାବା କାତାବାର୍ତା ମୁଇଁ ସୁନ୍ଲି, 7ରିବିକା ଇସାକ୍କେ କଇଲା, ତୁଇ କଟ୍ରା ମାରି ମାଉଁସ୍ ଆନି ମର୍ପାଇଁ ସୁଆଦ୍ କରି ରାନ୍ଦି ଆନ୍, ତାର୍ପଚେ ମୁଇଁ କାଇକରି ନ ମର୍ବା ଆଗ୍ତୁ ସବୁବେଲର୍ ମାପ୍ରୁର୍ ମୁଆଟେ ତକେ ଆସିର୍ବାଦ୍ କର୍ବି । 8ସେଟାର୍ ପାଇଁ, ନୁନା, ଏବେ ମୁଇଁ ତକେ ଜନ୍ କାତା କଇଲିନି, ମର୍ ସେ କାତା ସୁନ୍ । 9ତୁଇ ଏବେ ରାସି ତେଇ ଜାଇ ତେଇଅନି ଦୁଇଟା ନିମାନ୍ ଚେଲିପିଲାମନ୍ ଆନ୍, ତାର୍ପଚେ ତର୍ ବାବାକା ଜେନ୍ତାର୍ ନିମାନ୍ ଲାଗ୍ସି, ସେନ୍ତାର୍ ସୁଆଦ୍ କାଦି ମୁଇଁ ରାନ୍ଦିଦେବି । 10ତୁଇ ସେଟା ନେଇଁ ବାବାର୍ ଲଗେ ଜା, ତେଇ ସେ ସେଟା କାଇସାରି ନ ମର୍ବା ଆଗ୍ତୁ ତକେ ଆସିର୍ବାଦ୍ କର୍ସି ।
11ସେଡ୍କିବେଲେ ଜାକୁବ ନିଜର୍ ଆୟା ରିବିକାକେ କଇଲା, ଦେକ୍, ମର୍ବାଇ ଏସଉର୍ ଗାଗ୍ଡେ ଚେଣ୍ଡିଆଚେ, ମାତର୍ ମର୍ ଗାଗଡ୍ତେଇ ଚେଣ୍ଡିନାଇଁ ।
12ଆରି କେଡେବଲ୍ ବାବା ମକେ ଚିଇ ଦେକ୍ସି, ତେବେ ମୁଇଁ ତାର୍ ମୁଆଟେ ଟକାମକା କଲାନି ବଲି ଦାରାପଡ୍ବି, ତାର୍ପଚେ ମୁଇଁ ନିଜର୍ ଉପ୍ରେ ଆସିର୍ବାଦ୍ ନ ଆନି ଅବିସାପ୍ ଆନ୍ବି ।
13ମାତର୍ ତାର୍ ଆୟା କଇଲା, ନୁନା, ସେ ଅବିସାପ୍ ମକେ ପଡ, ମର୍ କାତା ମାନ୍ ଆରି ଜାଇ ଚେଲିପିଲା ଆନ୍ । 14ତେବେ ଜାକୁବ ଜାଇ ସେଟା ଦାରି ତାର୍ ଆୟାର୍ ଲଗେ ଆନ୍ଲାକେ, ତାର୍ ଆୟା ତାର୍ ବାବାର୍ ଟଣ୍ଡ୍କେ ରୁଚ୍ଲା ପାରା ସୁଆଦ୍ କାଦି ରାନ୍ଦି ଦେଲା । 15ତାର୍ପଚେ ରିବିକା ଗରେ ନିଜର୍ ଲଗେ ବଡ୍ପିଲାର୍ ଏସଉର୍ ରଇଲା ନିମାନ୍ ବସ୍ତର୍ ଆନି ସାନ୍ପିଲା ଜାକୁବକେ ପିନ୍ଦାଇଲା । 16ଆରି ଚେଲିପିଲାର୍ ଚାଲ୍ ନେଇଁ ତାର୍ ଆତେ ଆରି ଗାଲାଇ ଚେଣ୍ଡି ନଇଁଲା ଜାଗାଇ ଡାବି ଦେଲା। 17ଆରି ସେ ରାନ୍ଦ୍ଲା ସୁଆଦ୍ କାଦି ଆରି ରୁଟି ଜାକୁବର୍ ଆତେ ଦେଲା । 18ତାର୍ପଚେ ଜାକୁବ ନିଜର୍ ବାବାର୍ ଲଗେ ଜାଇ କଇଲା, ବାବା, ସେ ଉତର୍ ଦେଲା, “ଦେକ୍, ମୁଇଁ ଇତିଆଚି ନୁନା, ତୁଇକେ ?”
19ଜାକୁବ ନିଜର୍ ବାବାକେ କଇଲା, ମୁଇଁ ତମର୍ ବଡ୍ପିଲା ଏସଉ; ତୁଇ ଜନ୍ଟା ଆଗିଆଁ କରି ରଇଲୁସ୍, ମୁଇଁ ସେଟା କଲି, ଏବେ ଗୁଆରି କଲିନି, ତୁଇ ଉଟ୍, ଆରି ବସି ମୁଇ ଆନି ରଇବା କଟ୍ରା ମାଉଁସ୍ କାଆ, ତାର୍ପଚେ ତୁଇ ମକେ ଆସିର୍ବାଦ୍ କର ।
20ତାର୍ପଚେ ଇସାକ୍ ନିଜର୍ ପିଲାକେ କଇଲା, ନୁନା, ତୁଇ ଏତେ ଦାପ୍ରେ ସେଟା ତକେ କେନ୍ତି ମିଲ୍ଲା ? ସେ କଇଲା, ତର୍ ସବୁବେଲର୍ ମାପ୍ରୁ ପର୍ମେସର୍ ମକେ ସେଟା ବେଟ୍କରି ଦେଲା ।
21ଇସାକ୍ ଜାକୁବକେ ଆରି କଇଲା, ନୁନା, ମର୍ ପାକେ ଆଉ, ତୁଇ ସତ୍ ସେ ମର୍ପିଲା ଏସଉ କି ନାଇଁ, ତକେ ଚିଇଦେକି କରି ଜାନ୍ବି । 22ତାର୍ପଚେ ଜାକୁବ ନିଜର୍ ବାବା ଇସାକର୍ ଲଗେ ଗାଲାକେ, ସେ ତାକେ ଚିଇ ଦେକି କରି କଇଲା,ଏ ସର୍ ଜାକୁବର୍ ସର, ମାତର୍ ଏ ଆତ୍ ଏସଉର୍ ଆତ୍ । 23ଏ ରକାମ୍ ତାକେ ଚିନି ନାପାର୍ଲା, କାଇକେବଇଲେ ସେ ନିଜର୍ ବାଇ ଏଉସର୍ ଆତ୍ ପାରା ନିଜର୍ ଆତ୍ ଚେଣ୍ଡି ବାରଇ ରଇଲା, ସେଟାର୍ ପାଇ ତାକେ ଆସିର୍ବାଦ୍ କଲା । 24ତାର୍ପଚେ ସେ କଇଲା, ତୁଇ ସତ୍ସେ ମର୍ ପିଲା ଏସଉ ? ସେ କଇଲା, ଉଁ ମୁଇଁ ସେ ।
25ସେଡ୍କିବେଲେ ଇସାକ୍ କଇଲା, ସେଟା ମର୍ ଲଗେ ଆନ୍, ମୁଇଁ ନିଜର୍ ପିଲା ଆନ୍ଲା କଟ୍ରା ମାଉଁସ୍ କାଇବି, ତେବେ ମର୍ ଜିବନ୍ ତକେ ଆସିର୍ବାଦ୍ କର୍ବି । ତାର୍ପଚେ ସେ ଲଗେ ଆନି ଦେଲାକେ , ଇସାକ୍ ସେଟା କାଇଲା, ଆରି ଅଙ୍ଗୁର୍ ରସ୍ ଆନି ଦେଲାକେ, ସେଟା କାଇଲା । 26ତାର୍ପଚେ ତାର୍ ବାବା ଇସାକ୍ କଇଲା, ନୁନା, ଏବେ ମର୍ ଲଗେ ଆସି ମକେ ଚୁମା ଦେ । 27ସେଡ୍କିବେଲେ ସେ ଲଗେଜାଇ ତାର୍ ବାବାକେ ଚୁମା ଦେଲା, ଇସାକ୍ ତାର୍ ଲୁଗାର୍ ଗନ୍ଦ୍ ସୁଙ୍ଗି ତାକେ ଆସିର୍ବାଦ୍ କରି କଇଲା,
ଦେକ୍, ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇଲା ଜାଗାର୍ ନିମାନ୍ ବାସ୍ନା ପାରା
ମର୍ ପିଲାର୍ ବାସ୍ନା,
28ପର୍ମେସର ଆକାସର୍ କାକର୍ତେଇ ଅନି
ଆରି ପୁର୍ତିବିର୍ ପସ୍ପସିଆ ମାଟି ତେଇ ଅନି ପାଚ୍ଲା ପଲ୍
ଆରି ବେସି ପାଚି ଆରି ଅଙ୍ଗୁର୍ ରସ୍ ତମ୍କେ ଦେଅ,
29ସବୁଲକ୍ମନ୍ ତର୍ ସେବା କରତ୍,
ଆରି ସବୁ କୁଲ୍ ତମ୍କେ ଜୁଆର୍ କରତ୍,
ତୁଇ ନିଜର୍ ଜାତିକୁଟୁମର୍ ମାଲିକ୍ ଅ, ଆରି ତମର୍ ଆୟାର୍ ପିଲାମନ୍ ତମ୍କେ ଜୁଆର୍ କରତ୍,
ଜେ ତମ୍କେ ଅବିସାପ୍ ଦେଇସି, ସେ ଅବିସାପ୍ ପାଇସି,
ଆରି ଜେ ତମ୍କେ ଆସିର୍ବାଦ୍ କର୍ସି, ସେ ଆସିର୍ବାଦ୍ ପାଇସି ।
ଏସଉର୍ ଆସିର୍ବାଦ୍ ମାଗ୍ବାଟା
30ଏନ୍ତାରି ଇସାକ୍ ଜାକୁବକେ ଆସିର୍ବାଦ୍ କଲାପଚେ ଜାକୁବ ନିଜର୍ ବାବା ଇସାକର୍ ଲଗେଅନି ବାରଇ ଗାଲା ଦାପ୍ରେ ତାର୍ ବାଇ ଏସଉ କଟ୍ରାମାରି କରି ଆଇଲା । 31ଆରି ସେ ମିସା ସୁଆଦ୍ କରି ରାନ୍ଦି ବାବାର୍ ଲଗେ ଆନି କଇଲା, ବାବା, ଉଟ୍ ତର୍ ପିଲା ଆନ୍ଲା କଟ୍ରା ମାଉଁସ୍ କାଆ, ତାର୍ପଚେ ତର୍ ଜିବନ୍ ରଇତେ ମକେ ଆସିର୍ବାଦ୍ କର । 32ତାର୍ପଚେ ତାର୍ ବାବା ଇସାକ୍ କଇଲା, ତୁଇ କେ ? ସେ କଇଲା, ମୁଇଁ ତର୍ ବଡ୍ପିଲା ଏସଉ, ।
33ସେଡ୍କିବେଲେ ଇସାକ୍ ବେସି ଆଉଲି ଅଇ କଇଲା, ତେବେ ଜେ ମର୍ ଲଗେ କଟ୍ରା ମାଉଁସ୍ ଆନି ରଇଲା, ସେ କେ ? ତୁଇ ଆଇବା ଆଗ୍ତୁ ମୁଇଁ ସେଟା କାଇକରି ତାକେ ଆସିର୍ବାଦ୍ କଲି, ଆରି ସେ ଆକା ଆସିର୍ବାଦ୍ ପାଇସି । 34ଏସଉ ବାବାର୍ ଏ କାତା ସୁନ୍ଲା ଦାପ୍ରେ ବେସି ଗଜ୍ଗଜି ଜାଇ କରି ବେସି କିର୍କିର୍ଲା, ଆରି ନିଜର୍ ବାବାକେ କଇଲା, ବାବା, ମକେ ମିସା ଆସିର୍ବାଦ୍ କର୍ । 35ତାର୍ପଚେ ଇସାକ୍ କଇଲା, ତର୍ ବାଇ ଆସି ମିଚ୍ କଇକରି ତୁଇ ପାଇବା ଆସିର୍ବାଦ୍ ଚରିନେଲା ।
36ତାର୍ପଚେ ଇସାକ୍ କଇଲା, ତାର୍ ନିଜର୍ ନାଉଁ କାଇ ଜାକୁବ ନଏଁ ? କାଇକେବଇଲେ ସେ ଦୁଇତର୍ ମକେ ନାଡାଇଲା ଆଚେ, ସେ ଆଗ୍ତୁ ମର୍ ବଡ୍ ଅଦିକାର୍ ଚାଡାଇ ନେଲା, ଆରି ଦେକା, ଏବେ ମର୍ ପାଇବା ଆସିର୍ବାଦ୍ ମିସା ଚରି ନେଲା । ସେ ଆରିତରେକ୍ କଇଲା "ତୁଇ କାଇ ମର୍ ପାଇଁ ଗଟେକ୍ ମିସା ଆସିର୍ବାଦ୍ ସଙ୍ଗଉସ୍ ନାଇଁ କି?
37ତେଇ ଇସାକ୍ ଏସଉକେ କଇଲା, ଦେକ୍, ମୁଇଁ ତାକେ ତର୍ ମାଲିକ୍ କଲି, ଆରି ତାର୍ ଜାତିର୍ ସର୍ତେ ଲକ୍କେ ତାର୍ ତଲେକଲି, ଆରି ଚାସ୍ ଆରି ଅଙ୍ଗୁର୍ ରସ୍ ସଙ୍ଗେ ତାକେ ସକ୍ତି କଲି, ତେବେ ନୁନା, ଏବେ ତର୍ପାଇଁ ଆରି କାଇଟା କରି ପାର୍ବି?
38ତାର୍ପଚେ ଏସଉ ଆରିତରେକ୍ ନିଜର୍ ବାବାକେ କଇଲା, ବାବା, ତର୍ କାଇ ଗଟେକ୍ ସେ ଆସିର୍ବାଦ୍ ରଇଲା ? ଏ ବାବା ମକେ ମିସା ଆସିର୍ବାଦ୍ କର୍ । ଏନ୍ତାର୍ କଇ ଏସଉ ଆଉଲି ଅଇ କାନ୍ଦ୍ବାର୍ ଦାର୍ଲା ।
39ତାର୍ପଚେ ତାର୍ ବାବା ଇସାକ୍ ଉତର୍ ଦେଇ କଇଲା,
“ଦେକ୍, ତର୍ ବସ୍ତିଜାଗା ପୁର୍ତିବିର୍ ଉର୍ବର୍ ନ ଅଏ
ଆରି ଆକାସର୍ ଉପ୍ରର୍ କାକର୍ ନ ପଡେ। 40ତୁଇ କାଣ୍ଡାର୍ ଜିଉନା ଆରି ନିଜର୍ ବାଇର୍ ଦାସ୍ ଅଇସୁ, ମାତର୍ ଜେଡ୍କିବେଲେ ବାନ୍ଦ୍ଲାଟା ତୁଇ ଚିଡାଇସୁ, ସେଡ୍କିବେଲେ ତର୍ କନ୍ଦେଅନି ତର୍ ଜୁଆଡି ତଲେ ଅଦ୍ରାଇ ଦେସ୍ । 41ଏନ୍ତାରି ଜାକୁବ ନିଜର୍ ବାବାର୍ତେଇ ଅନି ଆସିର୍ବାଦ୍ ପାଇଲାର୍ ଲାଗି ଏସଉ ତାକେ ରିସା ଅଇ ମନେ ମନେ ବାବ୍ଲା, ମର୍ ବାବାର୍ ମର୍ବାବେଲା ଦାପ୍ରେ କେଟ୍ଲାନି, ତାର୍ପଚେ ମୁଇଁ ନିଜର୍ ବାଇ ଜାକୁବକେ ମର୍ତେ ମାରିଦେବି । 42ମାତର୍ ବଡ୍ ପିଲା ଏସଉର୍ ଏନ୍ତାର୍ କାତା ରିବିକା ସୁନ୍ଲା, ତେଇ ଲକ୍ ପାଟାଇ ସାନ୍ ପିଲା ଜାକୁବକେ ଡାକାଇ କଇଲା, ତର୍ବାଇ ଏସଉ ତକେ ମର୍ତେ ମାର୍ବାକେ ରିସା ଅଇଲାନି । 43ସେଟାର୍ପାଇଁ ନୁନା, ମର୍କାତା ସୁନ୍, ତୁଇ ଆରଣ ଦେସେ ପାଲାଇ ମର୍ ବାଇ ଲାବନର୍ ଲଗେ ଜାଆ । 44ଆରି, ଜେତେଦିନ୍ ଜାକ ତର୍ ବାଇର୍ ରିସା ସାନ୍ତି ନ ଅଇବା ଜାକ, ସେତ୍କି ଦିନ୍ ଜାକ ତେଇ ରଅ, 45ତାର୍ପଚେ ତର୍ବାଇର୍ ରିସା ସାନ୍ତି ଅଇଲେ ଆରି ତୁଇ ତାର୍ସଙ୍ଗେ ଜାଇଟା କରି ଆଚୁସ୍, ସେଟା ସେ ପାସ୍ରି ଗାଲେ, ମୁଇଁ ଲକ୍ପାଟାଇ ତେଇଅନି ତକେ ଡାକାଇବି; ଗଟେକ୍ ଦିନେ କାଇକେ ଦୁଇଲକ୍କେ ଜାକ ମୁ ମରାଇବି ?”
ଇସାକ୍ ଜାକୁବକେ ଲାବନର୍ ଲଗେ ପାଟାଇଲା
46ତାର୍ପଚେ ରିବିକା ଇସାକ୍କେ କଇଲା, ଏ ଇତିଅ ଦାଙ୍ଗ୍ଡିମନର୍ ପାଇଁ ମୁଇଁ ନିଜର୍ ଜିବ୍ନେ ରିସା ଅଇଲିନି; ଜଦି ଜାକୁବ ଏମନର୍ ପାରା କେ ମିସା ଇତିୟ ଦାଙ୍ଗ୍ଡି ମନର୍ ବିତ୍ରେ ଅନି , ଏ ଦେସର୍ ଦାଙ୍ଗ୍ଡିମନର୍ ବିତ୍ରେ ଅନି କନ୍ ଦାଙ୍ଗ୍ଡି ମନ୍କେ ବିବା ଅଇସି, ତେବେ ମର୍ ଜିବନ୍ ରଇବା ମର୍ କାଇ ସାର୍ଦା ?
Currently Selected:
ଆଦି 27: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025