ଆଦି 25
25
ଅବ୍ରାଆମର୍ ଅଲ୍ଗା ବଁସ୍
(୧ ମ ବଁସାବଲି ୧:୩୨-୩୩)
1ଅବ୍ରାଆମ୍ କଟୁରା ନାଅଁର୍ ଆରି ଗଟେକ୍ ମାଇଁଜିକେ ବିବା ଅଇ ରଇଲା । 2ସେ ତାକର୍ ପାଇଁ ସିମ୍ରନ୍,ଆରି ଜକ୍ସନ ଆରି ମଦାନ୍ ଆରି ମିଦିଅନ୍ ଆରି ଜିସ୍ବକ ଆରି ସୁଅ, ଏମନ୍କେ ଜନମ୍ ଦେଲା। 3ସେ ଜକ୍ସନ୍ ସିବା ଆରି ଦଦାନକେ ଜନମ୍ ଦେଲା। ଦଦାନ୍ ଅସୁରିୟଅ ଆରି ଲଟୁସିୟ ଆରି ଲିଅମିଅ ଲକ୍ମନର୍ ଆନିଦାଦି । 4ମିଦିଅନର୍ ପିଲାମନ୍ ଏପା,ଏପର,ଅନକ୍, ଅବିଦ ଆରି ଇଲଦାୟା; ଏ ସର୍ତେଲକ୍ କଟୁରାର୍ ପିଲାମନ୍ ।
5ତାର୍ପଚେ ଅବ୍ରାଆମ୍ ଇସାକ୍କେ ତାର୍ ଦନ୍ସଁପତି ସର୍ତେ ଜାକ ସର୍ପି ଦେଲା, 6ମାତର୍ ଅବ୍ରାଆମ୍ ସାନ୍ଲି ମାଇଁଜିମନର୍ ପିଲାମନ୍କେ କଣ୍ଡେକ୍ କଣ୍ଡେକ୍ ଦେଇ ନିଜର୍ ଜିବନ୍ ରଇବା ବେଲେ ଇସାକର୍ ଲଗେ ଅନି ସେମନ୍କେ ପୁରୁବ୍ ଦିଗର୍ ଦେସେ ରଇବାକେ ପାଟାଇ ଦେଲା ।
ଅବ୍ରାଆମର୍ ମରନ୍
7ଅବ୍ରାଆମର୍ ସମାନ୍ ସଏ ସତୁରିପାଞ୍ଚ୍ ବରସ୍ ଜାକ ବଞ୍ଚି ରଇଲା । 8ତାର୍ପଚେ ଅବ୍ରାଆମ୍ ଦୁର୍ବଲ୍ ଅଇକରି ଡକ୍ରା ଅଇ ପୁରାପୁରୁନ୍ ଅଇ ମରିଗାଲା, ଆରି, ନିଜର୍ ଲକ୍ମନର୍ ଲଗେ ରଇଲା । 9ଆରି ତାର୍ ପିଲାମନ୍ ଇସାକ୍ ଆରି ଇସ୍ମାଏଲ୍ ମମ୍ରିର୍ ଲଗେ ଇତିଅ ସଅରର୍ ପିଲା ଇପ୍ରଣର୍ ପଦା ଲଗେ ମକ୍ପେଲା ନାଅଁର୍ ଗୁଆ ଜାଗାଇ ତାକେ ତପ୍ଲାଇ । 10କାଇକେବଇଲେ ଅବ୍ରାଆମ୍ ଇତିଅ ପିଲାମନର୍ ଲଗେଅନି ସେ ପଦା ଗେନି ରଇଲା । ସେ ଜାଗାଇ ଅବ୍ରାଆମର୍ ମାଇଁଜି ସାରାକେ ମିସା ତପ୍ଲାଇ । 11ଅବ୍ରାଆମ୍ ମଲାକେ ପର୍ମେସର୍ ତାର୍ ପିଲା ଇସାକ୍କେ ଆସିର୍ବାଦ୍ କଲା, ଆରି ଇସାକ୍ ବେର୍ଲଅୟ ଗଇ ନାଅଁର୍ ଜାଗାଇ ବାସା କଲାଇ
ଇସ୍ମାଇଲର୍ ବଁସ୍
(୧ ମ ବଁସାବଲି ୧:୨୮-୩୧)
। 12ସାରାର୍ ଦାସି ମିସରିଆ ଆଗାର୍ ଅବ୍ରାଆମର୍ ପାଇଁ ଜାକେ ଜନମ୍ କରିରଇଲା, ଅବ୍ରାଆମର୍ ସେ ପିଲା ଇସ୍ମାଏଲର୍ ବଁସାବଲି । 13ନାଉଁ ଆରି କୁଲ୍ ଇସାବେ ଇସ୍ମାଏଲର୍ ପିଲାମନର୍ ନାଉଁ ଅଇଲାନି ଏଟା । ଇସ୍ମାଏଲ୍ ବଡ୍ପିଲା ନବାଅତ୍, କେଦାର, ଅଦ୍ବେଲ୍ ଆରି ମିବ୍ସମ୍, 14ମିସ୍ମା,ଦୁମା, ଆରି ମସା, 15ଆରି ଅଦଦ୍,ତେମା, ଜିଟୁର,ନାପିସ୍ ଆରି କେଦ୍ମା । 16ଏ ସବୁଲକ୍ ଇସ୍ମାଏଲର୍ ପିଲାମନ୍, ଆରି ସେମନର୍ ନାଉଁ ଇସାବେ ସେମନର୍ ଗାଉଁ ଆରି ଚାଉନି ଜାଗା ରଇଲା, ଆରି ସେମନ୍ ନିଜର୍ ନିଜର୍ ଗସ୍ଟି ଇସାବେ ବାରଟା କୁଟୁମର୍ ଲକ୍ ବଡ୍ ମୁକିଆମନ୍ ରଇଲାଇ । 17ଇସ୍ମାଏଲର୍ ବଇସ୍ ସମାନ୍ ସଏ ସଇଁତିରିସ୍ ବରସ୍ ଅଇ ରଇଲା, ତାର୍ପଚେ ସେ ମଲା, ଆରି ସେ ନିଜର୍ ଲକ୍ମନର୍ ସଙ୍ଗେ ମିସ୍ଲା । 18ତାର୍ପଚେ ତାର୍ ପିଲାମନ୍ ଅବିଲା ଆରି ମିସରର୍ ପୁରୁବ୍ ବାଟର୍ ସୁରତେଇ ଅନି ଅସୁରିଆ ଦିଗେ ବାସା ଅଇଲାଇ । ତାର୍ପଚେ ସେ ନିଜର୍ ସବୁ ବାଇମନର୍ ଲଗେ ବାସା ଅଇଲା ଲଗର୍ ଜାଗା ମିଲ୍ଲା ।
ଏସ ଆରି ଜାକୁବର୍ ଜନମ୍
19ଅବ୍ରାଆମର୍ ପିଲା ଇସାକର୍ ବଁସାବଲି । 20ସେ ଇସାକ୍ ଚାଲିସ୍ ବରସ୍ ବଇସେ ପଦନ୍ ଅରାମିଅ ବତୁଏଲର୍ ଟକି, କାଇକେ ବଇଲେ, ଅରାମିଅ ଲାବନର୍ ବଇନି ରିବିକାକେ ବିବା ଅଇଲା । 21ଇସାକର୍ ସେ ମାଇଁଜି ବାଞ୍ଜି ଅଇଲାକେ ସେ ତାର୍ ପାଇଁ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କଲା, ତାରପଚେ ସବୁବେଲର୍ ମାପ୍ରୁ ତାର୍ ପାର୍ତନା ସୁନ୍ଲା ଆରି, ତାର୍ ମାଇଁଜି ରିବିକା ଗାଗ୍ଡେ ଅଇଲା । 22ତାର୍ପଚେ ତାର୍ ଗର୍ବେ ପିଲାମନ୍ ଉପ୍ରେ ତଲେ ଅଇଲାକେ, ମକେ କାଇକେ ଏନ୍ତାରି ଅଇଲା ନି ? ଏଟା କାଇଟା ଅଇସିକି ? ବାବି କରି ସେ ସବୁବେଲର୍ ମାପ୍ରୁର୍ ଲଗେ ପାଚାର୍ବାକେ ଗାଲା ।
23ତାର୍ପଚେ ସବୁବେଲର୍ ମାପ୍ରୁ ତାକେ କଇଲା, ତମର୍ ଗର୍ବେ ଦୁଇ କୁଲ୍ ଆଚତ୍ ଆରି ଦୁଇ ଲକ୍ ତମର୍ ଗର୍ବେ ଅନି ବିନେବିନେ ଅଇବାଇ, ଗଟେକ୍ ଲକ୍ ଆରି ଗଟେଲକର୍ ତେଇ ଅନି ବପୁ ଅଇସି, ଆରି ବଡ୍ ବାଇ ସାନର୍ ସେବା କର୍ସି ।
24ତାର୍ପଚେ ଜନମ୍ ଅଇବାବେଲେ କେଟ୍ଲାକେ, ତାର୍ ଗର୍ବେ ଅନି ଜଉଁଲା ପିଲାମନ୍ ଜନମ୍ ଅଇଲାଇ । 25ତାର୍ ବଡ୍ ପିଲା ବନି ପାରା ରଙ୍ଗ୍ ଆରି ଗୁଲାଇ ଗାଗଡ୍ମୁଣ୍ଡ୍ ଚେଣ୍ଡି ବର୍ତି ଅଇ ରଇଲା, ସେଟାର୍ପାଇଁ ତାର୍ ନାଉଁ ଏସ ବଲିକରି ଦେଲାଇ । 26ତାର୍ପଚେ ଏସର୍ ପାଦେ ଦାରି ତାର୍ ବାଇ ଜନମ୍ କଲା, ତେବେ ତାର୍ ନାଉଁ ଜାକୁବ ବଲି କରି ଦେଲାଇ । ଇସାକ୍ ସାଟେ ବରସ୍ ବଇସେ ଏ ଜଉଁଲା ପିଲାମନ୍ ଜନମ୍ ଅଇଲାଇ ।
ଏସଉ ତାର୍ ଅଦିକାର୍ ବିକ୍ବାଟା
27ତାର୍ପଚେ ପିଲାମନ୍ ବଡ୍ଲାପଚେ ଏସଉ ଗଟେକ୍ କଟ୍ରାମାରୁ ବନର୍ ସିକାର୍ କରୁ ଅଇଲା, ଆରି ଜାକୁବ ଦରମ୍ ଲକ୍ ଅଇ ତମୁତେଇ ବାସା ଅଇଲା । 28ଇସାକ୍ କଟ୍ରାମାଉଁସ୍ ବେସି ସୁଆଦ୍ ମାରିକରି ଆନ୍ସି ବଲି ଏସଉକେ ବେସି ଲାଡ୍ କର୍ସି । ମାତର୍ ରିବିକା ଜାକୁବକେ ବେସି ଲାଡ୍ କଲା ।
29ଗଟେଦିନ୍ ଜାକୁବ ଡାଲି ରାନ୍ଦ୍ତେ ରଇଲା,ସେଡ୍କିବେଲେ ଏସଉ ବୁକ୍କେ ତାକିକରି ପଦାଇ ଅନି ଆଇଲା, 30ତାର୍ପଚେ ଏସଅ ଜାକୁବକେ କଇଲା, ମୁଇଁ ତାକିଗାଲିଆଚି, ଗୁଆରି କଲିନି, ରଙ୍ଗ୍ଡାଲି କାଇବାକେ ମକେ ଦେ, ସେଟାର୍ପାଇଁ ତାର୍ ନାଉଁ ଇଦମ୍ ରଙ୍ଗ ବଲିକରି ନାଉଁ ଦେଲାଇ ।
31ସେଡ୍କିବେଲେ ଜାକୁବ କଇଲା, ତେବେ ତୁଇ ମକେ ନିଜର୍ ବଡ୍ବାଇର୍ ଅଦିକାର୍ ବିକ୍ସୁ ବଇଲେ ମୁଇ ସେଟା ଦେବି ।
32ଏସଉ ଉତର୍ ଦେଲା, “ଦେକ୍, ମୁଇଁ ମଲାପାରା, ବଡ୍ ବାଇର୍ ଅଦିକାର୍ ମକେ କାଇ ଲାବ୍ ଦେଇସି ?” 33ଜାକୁବ କଇଲା, ତୁଇ ମର୍ ଲଗେ ପର୍ମାନ୍ କର୍, ତାର୍ପଚେ ସେ ତାର୍ ଲଗେ ପର୍ମାନ୍ କଲା, ଏନ୍ତାର୍ ସେ ନିଜର୍ ବଡ୍ବାଇର୍ ଅଦିକାର୍ ଜାକୁବକେ ବିକି ଦେଲା । 34ତାର୍ପଚେ ଜାକୁବ ଏସଉକେ ରୁଟି ଆରି ରାନ୍ଦ୍ଲା ରଙ୍ଗ୍ଡାଲି ଦେଲା, ସେ କାଇପିଇ ଉଟ୍ଲା । ଏନ୍ତାରି ଏସଉ ନିଜର୍ ବଡ୍ ବାଇର୍ ଅଦିକାର୍କେ ଗିନ୍କଲା ।
Currently Selected:
ଆଦି 25: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025