ଆଦି 13
13
ଅବ୍ରାମ୍ ଆରି ଲତ ବେଗଲ୍ଲାଇ
1ତାର୍ପଚେ ଅବ୍ରାମ୍ ନିଜର୍ ମାଇଜି ଆରି ସବୁ ଦନ୍ ସପଁତି ଦାରି ଲତର୍ ସଙ୍ଗେ ମିସର୍ ଦେସେ ଅନି ବାରଇ ଦକିନ୍ ଦିଗର୍ କିଣାନ୍ ଦେସ୍ ବାଟେ ଗାଲାଇ । 2ଅବ୍ରାମର୍ ଗାଇ ଗରୁ, ଆରି ସୁନାରୁପା ତେଇ ବେସି ସାଉକାର୍ ରଇଲା । 3ଆରି ସେ ପର୍ତୁମ୍ ଜିବା ଇସାବେ ଦକିନ୍ ଦିଗେ ଅନି ବେତେଲ୍ ବାଟେ ଜାଉଁ ଜାଉଁ ବେତେଲ୍ ଆରି ଅଇର୍ ମଜା ବାଟେ ଜନ୍ ଜାଗାଇ ଆଗେ ତାକର୍ ତମୁ ତିଆର୍ କରିରଇଲାଇ, 4ସେ ଜାଗାଇ କେଟି ନିଜର୍ ଆଗ୍ତୁ ତିଆର୍ କଲା ଅମ୍ବେଦି ଲଗେ ସବୁବେଲର୍ ମାପ୍ରୁର୍ ନାଉଁରେ ପାର୍ତନା କଲାଇ । 5ଆରି ଅବ୍ରାମର୍ ସଙ୍ଗାରି ଲତର୍ ମିସା ବେସି ଗରୁଗାଇ ଚେଲିମେଣ୍ଡା, ଆରି ତମୁ ରଇଲା । 6ସେଟାର୍ ପାଇ ସେ ଦେସେ ସେମନ୍ ଗଟେକ୍ ଲଗେ ବାସା ଅଇବାକେ ଅଏନାଇ, କାଇକେକି ସେମନର୍ ବେସି ଗାଇଗରୁ ଚେଲିମେଣ୍ଡା ରଇଲା ଜେ ସେମନ୍ ଗଟେଲଗେ ବାସା ଅଇ ନାପାର୍ ଲାଇ । 7ଆରି ଅବ୍ରାମର୍ ଗଉଡ୍ ଆରି ଲତର୍ ଗଉଡ୍ ମନର୍ ବିତ୍ରେ ବିରଦ୍ ଅଇଲାଇ, ସେ ବେଲେ ସେ ଦେସେ କିଣାନିଅ ଆରି ପରିସିଅ ଲକ୍ମନ୍ ବାସା ଅଇ ରଇଲାଇ । 8ଆରି ଅବ୍ରାମ୍ ଲତକେ କଇଲା, ମୁଇଁ ଗୁଆରି କଲିନି, ତମର୍ ଆମର୍ ବିତ୍ରେ, ଆରି ତମର୍ ଗଉଡ୍ ଆରି ମର୍ ଗଉଡ୍ ମନର୍ ବିତ୍ରେ ବିରଦ୍ ନ ଅଅତ୍, କାଇକେ ବଇଲେ ଆମେ ବାଇ ବାଇ । 9ତମର୍ ଲଗେ କାଇ ଏସବୁ ଦେସ୍ନାଇ ? ସେଟାର୍ ପାଇ ତମ୍କେ ଗୁଆରି କଲିନି, ତମେ ମର୍ତେଇ ଅନି ଅଲ୍ଗା ଉଆ, ଅଇପାରେ, ତମେ ଡେବ୍ରି ବାଟେ ଜା, ମୁଇ, ଦକିଣ୍ ବାଟେ ଜିବି, ନଇଲେ ତମେ ଦକିଣ୍ ବାଟେ ଗାଲେ, ମୁଇ ଡେବ୍ରି ବାଟେ ଜିବି । 10ସେଡ୍କିବେଲେ ଲତ ପାସ୍ଲି ଦେକ୍ଲା, ସୟର୍ ଜାକ ଜର୍ଦନର୍ ସବୁ ଡଙ୍ଗର୍ ବାଟେ ସବୁବେଲର୍ ମାପ୍ରୁର୍ ଉଦ୍ଲା ପାରା ସବୁବାଟେ ପାନି ଆରି ମିସର୍ ଦେସ୍ ପାରା ଡିସ୍ଲାନି, କାଇକେବଇଲେ ସେବେଲେ ସଦମ୍ ଆରି ଗମ୍ରା ସବୁବେଲର୍ ମାପ୍ରୁର୍ ଲାଗି ଚିନ୍ଚତର୍ ଅଇ ନ ରଇଲା । 11ସେଟାର୍ ପାଇ ଲତ ନିଜର୍ ପାଇ ଜର୍ଦର୍ ନଅଁରର୍ ମରୁବାଲି ବୁଇଁ ଇଚା କରି ପୁରୁବ୍ଦିଗେ ବାରଇଗାଲା, ଏନ୍ତାରି ସେମନ୍ ଗଟେଲକ୍ ଆରି ଗଟେଲଗେ ଅଲ୍ଗା ଅଇଲାଇ, 12ତାର୍ପଚେ ଅବ୍ରାମ୍ କିଣାନ୍ ଦେସେ ବାସା ଅଇଲା, ଆରି ଲତ ସେ ଡଙ୍ଗର୍ ଲଗେ ସବୁ ନଅଁର୍ ଲଗେ ବାସାଅଇ ସଦମ୍ ଜାକ ତମୁ ତିଆର୍ କର୍ବାକେ ଲାଗ୍ଲା । 13ସେ ସଦମର୍ ଲକ୍ମନ୍ ବେସି କରାପ୍ ଆରି ସବୁବେଲର୍ ମାପ୍ରୁର୍ ଲଗେ ବେସି ପାପିଲକ୍ ରଇଲାଇ ।
ଅବ୍ରାମ୍ ଇବ୍ରଣେ ଜିବାଟା
14ତାର୍ପଚେ ଅବ୍ରାମର୍ ତେଇ ଅନି ଲତ ଅଲ୍ଗା ଅଇଲା ପଚେ ସବୁବେଲର୍ ମାପ୍ରୁ ଅବ୍ରାମ୍କେ କଇଲା, ଏବେ ତମେ କନ୍ଲଗେ ଆଚାସ୍, ସେ ଲଗେ ଅନି ଚାରିବେଡ୍ତି ଦେକ୍, । 15କାଇକେବଇଲେ ଏଟା ସବୁ ଦେସ୍ ତୁଇ ଦେକ୍ଲୁସ୍ନି, ସେଟା ମୁଇ ତମ୍କେ ଆରି ସବୁବେର୍ ପାଇ ତମର୍ ବଁସ୍ କୁଟୁମ୍କେ ଜୁଗ୍ ସାର୍ବା ଜାକ ଦେବି । 16ଆରି, ପୁର୍ତିବିର୍ ଦୁଲି ପାରା ତମର୍ କୁଟୁମ୍କେ ବଡାଇବି ;କେ ଜଦି ପୁର୍ତିବିର୍ ଦୁଲି ଏଜି ପାର୍ବାଇ, ତେବେ ତମର୍ ବଁସ୍ ଏଜି ପାର୍ବାଇ । 17ଉଟ୍ ଏ ଦେସର୍ ଡେଙ୍ଗ୍ପାକ୍ନା ତେଇ ଇଣ୍ଡ୍, ତେବେ ମୁଇ ତମ୍କେ ସେଟା ଦେବୁ। 18ସେଡ୍କିବେଲେ ଅବ୍ରାମ୍ ତମୁ ଟେକି ନେଇ କରି ଇବ୍ରନ୍ ଲଗର୍ ମମ୍ରିର୍ ଅଲନ୍ ଗଚ୍ ତଲେ ଜାଇ ବାସା ଅଇଲାଇ, ଆରି ସେ ଲଗେ ସବୁବେଲର୍ ମାପ୍ରୁର୍ ନାଉଁରେ ଗଟେକ୍ ଅମ୍ ପଡାଇଲା ବେଦି ତିଆର୍ କଲାଇ ।
Currently Selected:
ଆଦି 13: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Videos for ଆଦି 13
Ep 37. Genesis 13: How Do Famine and Wealth Both Test Faith?
The Bible Show
Ep 41. Genesis 17: What Does the Covenant of Circumcision Really Mean?
The Bible Show
Ep 42. Genesis 18 Part 1: Abraham Fails Again, and Sarah Laughs at God
The Bible Show
Ep. 45 Genesis 19 Part 2: Can God Redeem Even the Worst Family History?
The Bible Show