ପେରିତ୍ 26:17-18
ପେରିତ୍ 26:17-18 SAA25
ଜନ୍ ଜିଉଦି ଆରି ଜିଉଦିନଇଲା ଲକ୍ମନର୍ତେଇ ତକେ ପାଟାଇବି, ସେମନର୍ତେଇ ଅନି ତାଡ୍ନା ପାଇଲେ, ମୁଇ ତକେ ରକିଆ କର୍ବି । ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”





