ପେରିତ୍ 17
17
ତେସଲନିକିତେଇ ସେବା କାମ୍ କର୍ବାଟା
1ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା । 2ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା । 3ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, “ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।” 4ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
5ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ । 6ମାତର୍ ତେଇ ପାଉଲ୍ ଆରି ସିଲା ଡିସତ୍ ନାଇଜେ, ସେମନ୍ ଜେସନ୍ ଆରି ବିନ୍ କେତେଟା ବିସ୍ବାସି ବାଇମନ୍କେ, ଗଡର୍ ନେତାମନର୍ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍ମନ୍ ଚାରିବେଟ୍ତି ଗଣ୍ଡ୍ଗଲ୍ କଲାଇନି ! ଏବେ ଆମର୍ ଗଡେ ମିସା ଆଇଲାଇ ଆଚତ୍ 7ଆରି ଏସନ୍ ସେମନ୍କେ ତାର୍ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍ ରାଜା ଆଚେ ବଲି କଇକରି ସେମନ୍ ଆମର୍ ବଡ୍ ସାସନ୍କାରିଆର୍ ନିୟମ୍ ବାଙ୍ଗ୍ଲାଇନି ।” 8ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ । 9ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।
ବେରିଆଇ ସେବାକାମ୍
10ରାତି ଅଇଲା ଦାପ୍ରେ, ବିସ୍ବାସି ବାଇମନ୍ ପାଉଲ୍ ଆରି ସିଲାକେ ବେରିଆ ନାଉଁର୍ ଜାଗାଇ ପାଟାଇଦେଲାଇ । ସେମନ୍ ତେଇ କେଟି, ଜିଉଦି ଲକ୍ମନର୍ ପାର୍ତନା ଗରେ ଗାଲାଇ । 11ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ । 12ସେମନର୍ ବିତ୍ରେଅନି ବେସି ଲକ୍ ବିସ୍ବାସ୍ କଲାଇ । ବେସି ସାଉକାର୍ ଅଇ ସନ୍ମାନ୍ ପାଇବା ଗିରିକ୍ ମାଇଜି ଆରି ଗିରିକ୍ ଲକ୍ମନ୍ ମିସା ବିସ୍ବାସିମନର୍ ସଙ୍ଗ୍ ମିସ୍ଲାଇ । 13ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ । 14ସେ ଦାପ୍ରେ ବିସ୍ବାସି ବାଇମନ୍ ପାଉଲ୍କେ ସମ୍ଦୁର୍ ପାଲିବାଟେ ପାଟାଇଦେଲାଇ, ମାତର୍ ସିଲା ଆରି ତିମତି ଦୁଇ ଲକ୍ ବେରିଆଇ ରଇଲାଇ । 15ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
ଆତେନେସ୍ତେଇ ପାଉଲର୍ ସେବାକାମ୍
16ସିଲା ଆରି ତିମତିକେ ଆତେନେସ୍ତେଇ ଜାଗି ରଇଲା ବେଲେ, ଗଡ୍ଜାକର୍ ଲକ୍ ପୁଜା କର୍ବା ଦେବ୍ତାମନର୍ ମୁର୍ତିମନ୍ ଦେକି, ପାଉଲର୍ ମନ୍ ବେସି ଉଡୁକ୍ଦୁଡୁକ୍ ଅଇଗାଲା । 17ସେଟାର୍ପାଇଁ ସେ ଜିଉଦିମନର୍ ପାର୍ତନା ଗରେ ସେମନର୍ ସଙ୍ଗ୍, ଆରି ପରମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନର୍ ସଙ୍ଗ୍, ଏ ବିସଇ ସବୁ ଦିନ୍ ଆଲ୍ଚନା କର୍ବାର୍ ଦାର୍ଲା । ଆଟେବାଟେ ଜିବାଆଇବା କର୍ବା ଲକ୍ମନର୍ ସଙ୍ଗ୍ ସେ ବିସଇ ଆଲ୍ଚନା କଲା । 18କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?”
ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ । 19ସେଟାର୍ପାଇଁ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।” 20ତୁଇ କଇବା କେତେଟା କାତା ଆମେ ଆଗ୍ତୁ କେବେ ସୁନି ନ ରଇଲୁ । ଆମେ ତାର୍ ଅରତ୍ ଜାନ୍ବାକେ ମନ୍ କଲୁନି । 21କାଇକେବଇଲେ ଆତେନେସର୍ ଲକ୍ ଆରି ତେଇ ରଇବା ବିନ୍ ଦେସର୍ ଲକ୍ମନ୍ ନୁଆ ବିସଇ ସୁନ୍ବାକେ ଆରି କଇବାକେ ବଲ୍ପାଇତେ ରଇଲାଇ । ତେଇ ସେମନ୍ ବେସି ବେଲା ଦେଇତେ ରଇଲାଇ ।
22ପାଉଲ୍ ସେ ଗଡର୍ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍ ଲକ୍ମନ୍, ତମେ ସବୁ ଦରମ୍ ଲକ୍ ବଲି ଜାନାପଡ୍ଲାନି । 23କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି । 24#ପେରିତ୍ ୭:୪୮ପରମେସର୍ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍ କଲା । ସେ ସରଗ୍ ଆରି ଜଗତର୍ ମାପ୍ରୁ । ଲକ୍ମନ୍ ତିଆର୍ କଲା ମନ୍ଦିରେ ରଇବାକେ ମନ୍ ନ କରେ । 25ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ । 26ଗଟେକ୍ ଲକ୍ଅନି ସେ ସବୁ ମୁନୁସ୍ ଜାତିକେ ତିଆର୍ କଲା । ଆରି ତାର୍ ଆଦେସ୍ ଇସାବେ ସେମନ୍ ଦୁନିଆର୍ ବିନ୍ ବିନ୍ ଜାଗାଇ ବାସା ଅଇଲାଇ ଆଚତ୍, ସେଟା ପୁର୍ବେଅନି ପରମେସର୍ ଟିକ୍ କଲାଆଚେ । 27ତାକର୍ ଆଦେସ୍ ରଇଲା ଜେ ସବୁ ଲକ୍ ତାକେ କଜି କରି ବେଟ୍ ଅଅତ୍ । ମାତର୍ ସତଇସେ ପର୍ମେସର୍ କାର୍ଟାନେଅନି ମିସା ଦୁରିକେ ନାଇ । 28ଏ ବିସଇ କେକି ଗଟେକ୍ ଲକ୍ କଇଲା ଆଚେ,
“ତାର୍ ଲଗେ ଆକା ଆମର୍ ଜିବନର୍ କୁଚିକାଡି ଆଚେ ।”
ତମର୍ ବିତ୍ରେଅନି କେତେଲକ୍ କଇଆଚତ୍, ଆମେ ମିସା ତାର୍ ପିଲାଜିଲା ।
29ଆମେ ପର୍ମେସରର୍ ପିଲାଜିଲା ଅଇଲାର୍ ପାଇ ମୁନୁସ୍ ତିଆର୍ କଲା ସୁନା, ରୁପା ନଇଲେ ପାକ୍ନା ସଙ୍ଗ୍ ତିଆର୍ କଲା ପୁତ୍ଲା, ପରମେସର୍ ରୁପ୍ ବଲି ବାବି ନାପାରୁ । 30ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି । 31ସେ ଗଟେକ୍ ଦିନ୍ ଟିକ୍ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍ ସଙ୍ଗ୍ ଗୁଲାଇ ଦୁନିଆର୍ ବିଚାର୍ କର୍ସି । ସେ ଲକ୍ ମଲାଟାନେଅନି ଉଟି ଏ କାତା ସତ୍ ବଲି, ସବୁକେ ଜାନାଇଲା ଆଚେ ।
32ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।” 33ପାଉଲ୍ ସେ ଦିନର୍ ସବାଇ ଅନି ଉଟି ବାରିଗାଲା । 34ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।
Currently Selected:
ପେରିତ୍ 17: Saa25
Highlight
Share
Copy
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025