ଆରି, ଇସାକ୍ ତେଇଅନି ଜାଇକରି ଅଲ୍ଗା ଗଟେ କୁଇଁକାଲ୍ କୁନ୍ଲାଇ । ସେଟାର୍ ପାଇ ସେମନ୍ ବିରଦ୍ ନ କର୍ବାକେ ତେଇର୍ ନାଉଁ ରଅବତ୍ ବଲିକରି ପାକ୍ନା ଜାଗାର୍ ନାଉଁ ଦେଲାଇ , କାଇକେବଇଲେ ସେ କଇଲା, ଏବେ ସବୁବେଲର୍ ମାପ୍ରୁ ଆମ୍କେ ଜାଗା ଦେଲା, ଆମେ ଏ ଦେସେ ବଡ୍ ଅଇ ଉପର୍କେ ଉଟ୍ବାର୍ ଅଇସି ।