ଆଦି 26:4-5
ଆଦି 26:4-5 SAA25
ମୁଇ ଆକାସର୍ ତାରାମନର୍ ପାରା ତର୍ କୁଲ୍କେ ବୁତେକ୍ କରି ସେମନ୍କେ ଏସବୁ ଦେସ୍ ଦେବି ଆରି ତର୍ କୁଲର୍ ପାଇଁ ପୁର୍ତିବିର୍ ସବୁଜାତିର ଲକ୍ ଆସିର୍ବାଦ୍ ପାଇବାଇ । ମୁଇ ତକେ ଆସିର୍ବାଦ୍ କର୍ବି ଜେନ୍ତିକି ଅବ୍ରାଆମ୍ ମର୍ ବାକିଅର୍ କାତା ମାନିକରି ମର୍ ଆଗିଆଁ ବିଦି ଆରି ଆଦେସ୍ ପାଲନ୍ କରିଆଚେ ।





