1
ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:12
ପବିତ୍ର ବାଇବଲ (CL) NT (BSI)
ODCLBSI
ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ।
Compare
Explore ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:12
2
ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:13
ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।
Explore ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:13
3
ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:7
ତେଣୁ ଭାଇମାନେ, ଆମର ସମସ୍ତ ଦୁର୍ଦ୍ଦଶା ଓ କ୍ଳେଶଭୋଗ ସମୟରେ ଆମେ ତୁମ ଯୋଗୁଁ ଉତ୍ସାହିତ ହେଉଛୁ। ତୁମ୍ଭମାନଙ୍କର ଅଟଳ ବିଶ୍ୱାସ ହିଁ ଆମକୁ ପ୍ରକୃତରେ ଜୀବିତ କରି ରଖିଛି।
Explore ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:7
Home
Bible
Plans
Videos