ମାଥିଉଲିଖିତ 28:19-20
ମାଥିଉଲିଖିତ 28:19-20 OCB
ତେଣୁ ତୁମେ ଯାଇ ସବୁ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ଡୁବନ ଦେଇ ସେମାନଙ୍କୁ ଶିଷ୍ୟ କର, ପୁଣି, ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସହିତ ଅଛି।”














