YouVersion Logo
Search Icon

ମାଥିଉଲିଖିତ 27:51-52

ମାଥିଉଲିଖିତ 27:51-52 OCB

ଆଉ ଦେଖ! ସେହି ମୁହୂର୍ତ୍ତରେ ମନ୍ଦିରର ବିଚ୍ଛେଦପର୍ଦା ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହେଲା। ମେଦିନୀ କମ୍ପି ଉଠିଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା। ସମାଧି ଗୁଡ଼ିକ ଉନ୍ମୁକ୍ତ ହେଲା ଓ ମୃତ୍ୟୁଭୋଗ କରିଥିବା ଅନେକ ପୁଣ୍ୟବାନ୍ ଲୋକଙ୍କ ଶରୀର ସଜୀବ ହୋଇ ଉତ୍‌ଥାପିତ ହେଲା।