YouVersion Logo
Search Icon

ମାଥିଉଲିଖିତ 27:22-23

ମାଥିଉଲିଖିତ 27:22-23 OCB

ପୀଲାତ ପଚାରିଲେ, “ତା ହେଲେ, ଖ୍ରୀଷ୍ଟ ବୋଲି ପରିଚିତ ଯୀଶୁଙ୍କ ପ୍ରତି ମୁଁ କଣ କରିବି?” ସେମାନେ ସମସ୍ତେ କହିଲେ, “ତାକୁ କ୍ରୁଶରେ ଚଢ଼ାଅ!” ପୀଲାତ ପ୍ରଶ୍ନ କଲେ, “କାହିଁକି? ସେ କି ଅପରାଧ କରିଛନ୍ତି?” ମାତ୍ର ସେମାନେ ଆହୁରି ଜୋର୍‌ରେ ଚିତ୍କାର କରିବାକୁ ଲାଗିଲେ, “ତାହାକୁ କ୍ରୁଶରେ ଚଢ଼ାଅ।”

Free Reading Plans and Devotionals related to ମାଥିଉଲିଖିତ 27:22-23