ମାଥିଉଲିଖିତ 24:9-11
ମାଥିଉଲିଖିତ 24:9-11 OCB
“ନିର୍ଯ୍ୟାତନା ଓ ବଧ କରିବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ ଏବଂ ମୋ ନାମ ସକାଶେ ତୁମ୍ଭେମାନେ ସବୁ ଜାତି ଦ୍ଵାରା ଘୃଣିତ ହେବ। ସେତେବେଳେ ଅନେକେ ବିଶ୍ୱାସ ପଥରୁ ବିଚ୍ୟୁତ ହୋଇ ପରସ୍ପରକୁ ଘୃଣା କରିବେ ଓ ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ। ଅନେକ ଭଣ୍ଡ ଭାବବାଦୀ ଦେଖାଦେବେ ଓ ବହୁଲୋକଙ୍କୁ ବିଭ୍ରାନ୍ତ କରିବେ।





