ମାଥିଉଲିଖିତ 24:6
ମାଥିଉଲିଖିତ 24:6 OCB
ତୁମେମାନେ ଯୁଦ୍ଧର ସମ୍ବାଦ ଓ ଯୁଦ୍ଧ, ବିଗ୍ରହର ଜନରବ ଶୁଣିବ, ମାତ୍ର ତଦ୍ଦ୍ୱାରା ଯେପରି ଶଙ୍କିତ ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବ। ଏସମସ୍ତ ଅବଶ୍ୟ ଘଟିବ, ତଥାପି ତାହା ଅନ୍ତିମକାଳ ନୁହେଁ।