YouVersion Logo
Search Icon

ମାଥିଉଲିଖିତ 24:37-39

ମାଥିଉଲିଖିତ 24:37-39 OCB

ନୋହଙ୍କ ସମୟରେ ଯେପରି ହୋଇଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ଠିକ ସେହିପରି ହେବ। କାରଣ ଜଳପ୍ଳାବନର ପୂର୍ବରୁ ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ, ବିବାହ କରିବା ଓ ବିବାହ ଦେବାରେ ମାତି ରହିଥିଲେ ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନେବା ପର୍ଯ୍ୟନ୍ତ କଅଣ ଘଟିବ, ସେମାନେ ଜାଣି ନ ଥିଲେ ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେହିପ୍ରକାର ହେବ।

Free Reading Plans and Devotionals related to ମାଥିଉଲିଖିତ 24:37-39