YouVersion Logo
Search Icon

ମାଥିଉଲିଖିତ 16:15-16

ମାଥିଉଲିଖିତ 16:15-16 OCB

ସେ ପଚାରିଲେ, “କିନ୍ତୁ ମୁଁ କିଏ, ଏ ବିଷୟରେ ତୁମେମାନେ କଅଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ନିତ୍ୟଜୀବି ଈଶ୍ୱରଙ୍କ ପୁତ୍ର।”